Posts

Showing posts from August, 2020

ମୋ ଆଈମା ସ୍ୱାସ୍ଥ୍ୟ କଥା -36(c) ଥାଇରଏଡ଼ ରୋଗ ଉପେର

Image
ମୋ ଆଈମା ସ୍ୱାସ୍ଥ୍ୟ କଥା -36(c) ଥାଇରଏଡ଼ ରୋଗ ଉପେର ମୋ ଆଈମା ସ୍ୱାସ୍ଥ୍ୟ କଥା - 36(a) ରେ ଆମେ ଆଲୋଚନା କରୁଥିଲେ କିଛି ହର୍ମୋନ ଅସନ୍ତୁଳନ ରୋଗମାନଙ୍କ ବିଷୟରେ l ଏହା ପୂର୍ବରୁ ମୋ ଆଈମା ସ୍ୱାସ୍ଥ୍ୟ କଥା -36(b) ରେ ଆମେ ମଧୁମେୟ ବା ଡାଇବେଟିସ ରୋଗ ବିଷୟରେ ସବିଶେଷ ସୂଚନା ଆପଣମାନଙ୍କୁ ଦେଇଥିଲୁ l ଆଜିର ସ୍ୱାସ୍ଥ୍ୟ କଥାରେ ଜାଣିବା ଥାଇରଏଡ ରୋଗ ବିଷୟରେ l  ଥାଇରଏଡ ରୋଗ କଣ ଆଉ ଏହାର ପ୍ରକାର???  ଆମ ଶରୀର ପଞ୍ଚ ମହାଭୂତରେ ତିଆରି ଏକଥା ଆପଣ ନିଶ୍ଚୟ ଜାଣିଥିବେ l ଯଦି ଏହି ପଞ୍ଚ ମହାଭୂତରୁ କୌଣସି ଗୋଟିଏ ମଧ୍ୟ ଉପାଦାନ ଶରୀରରେ କମିଯାଏ ବା ବଢିଯାଏ ତେବେ ଆମର ଶରୀରକୁ ନିଶ୍ଚୟ ରୋଗ ମାଡି ଆସେ l ଆୟୁର୍ବେଦ ଏହି ପଞ୍ଚ ମହାଭୂତକୁ ଆହୁରି ସରଳ କରେ ତିନିଟା ନାମ ଦେଇ, କଣ କଣ???  1- ବାତ ଯାହାକି ବାୟୁ ଓ ଆକାଶକୁ ନେଇ ତିଆରି, 2- ପିତ୍ତ,  ଅଗ୍ନି ଓ ଜଳକୁ ନେଇ ଓ 3- କଫ, ପୃଥିବୀ ଓ ଜଳ ତତ୍ତ୍ୱକୁ ନେଇ ଆମର ସମ୍ପୂର୍ଣ ଶରୀର ଗଠିତ ହୋଇଥାଏ l ମୁଣ୍ଡରୁ ଛାତି ପର୍ଯ୍ୟନ୍ତ ହେଉଛି କଫର ସ୍ଥାନ,  ଛାତିରୁ  ମଳଦ୍ୱାର ପର୍ଯ୍ୟନ୍ତ ହେଉଛି ପିତ୍ତର ସ୍ଥାନ ଏବଂ ମଳଦ୍ୱାରରୁ ପାଦ ପର୍ଯ୍ୟନ୍ତ ହେଉଛି ବାତର ସ୍ଥାନ l ସମସ୍ତେ ସମସ୍ତଙ୍କ ସୀମାରେ ଥିବା ପର୍ଯ୍ୟନ୍ତ ଆମର ଶରୀର ସୁସ୍ଥ ଓ ନିରୋଗ ରହିଥାଏ କିନ୍ତୁ ଯଦି ଏମାନଙ୍କ ଭିତରୁ ଜଣେ ବି ନିଜ ସୀମା ଅତିକ୍ରମ କରେ ତାହାଲେ ପୂରା ଶରୀରର ବାସ୍...

ମୋ ଆଈମା ସ୍ୱାସ୍ଥ୍ୟ କଥା -36(b) ମଧୁମେହ ବା Diabetes ରୋଗ ଉପେର

Image
ମୋ ଆଈମା ସ୍ୱାସ୍ଥ୍ୟ କଥା -36(b) ମଧୁମେହ ବା Diabetes ରୋଗ ଉପେର ମୋ ଆଈମା ସ୍ୱାସ୍ଥ୍ୟ କଥା – 36(a) ରେ ଆମେ ହର୍ମୋନ ଜନିତ ରୋଗ ବିଷୟରେ ଚର୍ଚ୍ଚା କରୁଥିଲେ l ଆଜି ମଧୁମେୟ ବା ସୁଗର ରୋଗ ବିଷୟରେ ଜାଣିବା l ଏହା ଆମର ବ୍ୟକ୍ତିଗତ ଅନୁଭବ ତେଣୁ ନିଶ୍ଚିତ ଆପଣମାନେ ଏଥିରେ ଲାଭ ପାଇବେ l ଯଦି ବଂଶଗତ ନୂହ ତାହେଲେ ଆପଣ 2-3 ମାସ ମଧ୍ୟରେ ଠିକ ହେଇଯାଇପାରନ୍ତି l ଯଦି ବଂଶଗତ ଅଟେ ତାହେଲେ ଗୋମୂତ୍ରର ସାହାର୍ଯ୍ୟ ନେବାକୁ ପଡିବ l ……….ମଧୁମେୟ ବା ସୁଗର ରୋଗର ଲକ୍ଷଣ………. 1)- ବାରମ୍ବାର ପରିସ୍ରା ହେବା ଆଉ ପରିସ୍ରାରେ ପିମ୍ପୁଡି ଲାଗିପାରେ l 2)- ଶରୀରର ବିଭିନ୍ନ ଜାଗାରେ ଜଳାପୋଡ଼ା ଲାଗିରହିବା l ଖାଦ୍ୟ ଠିକ ଭାବେ ହଜମ ହେବ ନାହିଁ l 3)- ବହୁତ ଭୋକ ଓ ଶୋଷ ଲାଗିପାରେ l ସମସ୍ତ ଇନ୍ଦ୍ରିୟ ଦୁର୍ବଳ ହେବା ଆରମ୍ଭ ହୋଇଯିବ l 4)- ସ୍ନାୟୁ ଦୁର୍ବଳ ହୋଇ ହାତ ଗୋଡ଼ ଥରିବା, ହାତ ମୁଠା କରିବାରେ ଅସୁବିଧା ଆଦି ସମସ୍ୟା ଦେଖାଯିବ l 5)- ହଠାତ ଓଜନ ହ୍ରାସ ପାଇ ରୋଗୀ ବହୁତ ଶୁଖିଲା ଦେଖାଯିବ l 6)- କୌଣସି ଜାଗାରେ ଘା ହେଲେ ଶୀଘ୍ର ସୁଖିବ ନାହିଁ l 7)- ଚର୍ମ ଶୁଖିଯାଇ ରେଡି ଫାଟିବ ଓ ନାନା ଚର୍ମ ରୋଗ ଦେଖାଯାଇପାରେ l 8)- ଏସିଡ଼ିଟି, ପେଟ ସଫା ନ ହେବା ଆଉ ଭୟଙ୍କର ଗ୍ୟାସ ରହିବ l 9)- ଆଖି ରେ ନାନା ସମସ୍ୟା ଦେଖା ଦେବ l 10)- ରକ୍ତରେ ଇନସୁଲିନ ହର୍ମୋନ ଅସନ୍ତୁଳିତ ରହିବା ଯୋଗୁଁ ନାନା ପ୍ରକାର ରୋଗ ସୃଷ୍ଟି କରିବ ଯେପରିକି ...

ମୋ ଆଈମା ସ୍ୱାସ୍ଥ୍ୟ କଥା - 45 ଚିନିକୁ ଧଳା ବିଷ କୁହାଯାଏ

Image
ସ୍ୱାସ୍ଥ୍ୟ କଥା - 45  ଚିନି ଓ ଗୁଡ ଭିତରୁ ଶରୀର ପାଇଁ କୋଉଟା ଲାଭପ୍ରଦ କୋଉଟା କ୍ଷତିକାରକ  ???   ଚିନିକୁ ଧଳା ବିଷ କୁହାଯାଏ  ଯେଉଁଠି ଗୁଡ ସ୍ୱାସ୍ଥ୍ୟ ପାଇଁ ଅମୃତ ଅଟେ । କାରଣ ଗୁଡ ଖାଇବା ଦ୍ୱାରା ଏହା ଶରୀରରେ କ୍ଷାର ସୃଷ୍ଟି କରିଥାଏ । ଯାହା ଆମ ଖାଦ୍ୟ ର ହଜମ ଶକ୍ତି ବଢାଇଥାଏ । ସେଥିପାଇଁ  ଋଷି ବାଗଭଟ୍ଟ ଖାଦ୍ୟ ଖାଇସାରିବା ପରେ ଅଳ୍ପ ଗୁଡ ଖାଇବାକୁ ଉପଦେଶ ଦେଇଥିଲେ । ଯେଉଁଠିକି ଚିନି ଅମ୍ଳ ସୃଷ୍ଟି କରିଥାଏ ,ଯାହା ଆମ ଶରୀର ପାଇଁ ହାନିକାରକ ।ଗୁଡକୁ ହଜମ କରିବା ପାଇଁ ଶରୀରକୁ ଯଦି ୧୦୦ କ୍ୟାଲୋରୀ ଶକ୍ତି ଦରକାର ହେଉଥାଏ ,ଚିନିକୁ ହଜମ କରିବା ପାଇଁ ୫୦୦କ୍ୟାଲୋରୀ ଶକ୍ତି ଖର୍ଚ୍ଚ ହୋଇଥାଏ । ଗୁଡରେ କ୍ୟାଲସିୟମ୍ ସହିତ ଫସଫରସ୍ ରହିଥାଏ ଯାହା ଆମ ଶରୀର ପାଇଁ ବହୁତ ଭଲ କାମ କରିଥାଏ ଏବଂ ହାଡ ତିଆରି କରିବାରେ ସାହାଯ୍ୟ କରିଥାଏ ।ଚିନିକୁ ତିଆରି କରିବାପାଇଁ ଏତେ ଅଧିକ ତାପମାତ୍ରା ଦରକାର ହୁଏ ,ଯାହାଦ୍ୱାରା ଫସଫରସ୍ ଜଳିଯାଏ ବା ନଷ୍ଟ ହୋଇଯାଏ ।  ତେଣୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଗୁଡର ଉପଯୋଗ କର। ଗୁଡରେ କ୍ୟାଲସିୟମ୍,ଫସଫରସ୍,ମ୍ୟାଗ୍ନେସିୟମ୍,ପୋଟାସିୟମ୍,ଲୌହ ଆଦି କିଛି ମାତ୍ରାରେ କପର ନିୟସିନ ନାମକ ସ୍ୱାସ୍ଥ୍ୟ ବର୍ଦ୍ଧକ ତତ୍ତ୍ୱ ହୋଇଥାଏ । ବିଶ୍ଳେଷଣ ଅନୁସାରେ ଗୁଡରେ ବ୍ରାଉନ ସୁଗାର ଅପେକ୍ଷା ୫ ଗୁଣ ଅଧିକ ଓ ଚିନି ଅପେକ୍ଷା ୫୦ ଗୁଣ ଅଧିକ ପୋଷକ ତତ୍ତ୍ୱ ରହିଥାଏ । ଗ...

ମୋ ଆଈମା ସ୍ୱାସ୍ଥ୍ୟ କଥା - 27 ଧାତୁ ସମସ୍ୟାର ସମାଧାନ

Image
ମୋ ଆଈମା ସ୍ୱାସ୍ଥ୍ୟ କଥା - 27  ଧାତୁ ସମସ୍ୟାର ସମାଧାନ  ମୋ ଆଈମା ସ୍ୱାସ୍ଥ୍ୟ କଥା -19 ରେ ଆପଣଙ୍କୁ ଆମେ ଧାତୁ ସମସ୍ୟାର ସମାଧାନ ପାଇଁ ଘରୋଇ ଉପଚାର ବିଷୟରେ ଆଗାମୀ ସ୍ୱାସ୍ଥ୍ୟ କଥା ରେ ବର୍ଣ୍ଣନା କରିବା ପାଇଁ କହିଥିଲୁ ଆଜି ଏହି ସ୍ୱାସ୍ଥ୍ୟ କଥାରେ ସେହି ସବୁ ସମସ୍ୟାର ସରଳ ସମାଧାନ ବିଷୟରେ ଜଣାଇବା ପାଇଁ ଚେଷ୍ଟା କରୁଛୁ l ଏହା ପୂର୍ବରୁ ଆମେ ସ୍ୱାସ୍ଥ୍ୟ କଥା 51 ପୋଷ୍ଟ କଲୁ ଏହାର କାରଣ ହେଲା ସବୁ ଧାତୁ ରୋଗ, ଶରୀରରେ ଜଳ ଓ ପୃଥିବୀ ତତ୍ତ୍ୱ ର ପରିମାଣ କମିଗଲେ ଏହି ରୋଗ ହୋଇଥାଏ l ଏବେ ଆସନ୍ତୁ ଜାଣିବା କିଛି ସରଳ ଔଷଧ ଯାହା ଆପଣଙ୍କ ଘରେ ନିଶ୍ଚୟ ଥିବ l 1)-  5-10 ଟି ଚିନାବାଦାମ ମଞ୍ଜିକୁ 10-12 ଘଣ୍ଟା ପାଣିରେ ଭିଜେଇ 5-10ଟି ଗୁଜୁରାତି ବା ଇଲାଚିର ସବୁ ମଞ୍ଜିକୁ ନେଇ ମାଖନ ବା ଘିଅ ସହିତ ପ୍ରତିଦିନ ସକାଳେ ଖାଆନ୍ତୁ l ଏଥିରେ ମିଶ୍ରି ମିଶେଇ ପାରିବେ ସ୍ୱାଦ ପାଇଁ l କିମ୍ବା  2)- ବିରି ଡାଲିକୁ ଦେଶୀ ଗାଈ ଘିଅ ରେ ଅଳ୍ପ ଭାଜି ତାକୁ ରାତିରେ ଉଷୁମ ପାଣିରେ ସହ ଖାଇପାରିବେ l କିମ୍ବା  3)- ଅଶ୍ଵଗନ୍ଧା ବା ଶତାବରୀ ଚୁର୍ଣ୍ଣ ବା ବାଇଡଙ୍କ ମଞ୍ଜି ସହିତ ମିଶ୍ରି ମିଶାଇ ସନ୍ଧ୍ୟା ସମୟରେ ଖାଲି ପେଟରେ  କ୍ଷୀର ବା ପାଣି ସହିତ ଖାଇ ପାରିବେ l କିମ୍ବା  4)- ଉଭୟ ପ୍ରକାରର କଖାରୁ (ପାଣି କଖାରୁ ଓ ଖାଲି କଖାରୁ ବା ମାଖନ), ତରଭୁଜ ଆଦିର ମଞ୍ଜିକୁ ଆଣି ତାହାର ଖୋଳପ...

ପରିବେଶ ସୁରକ୍ଷାରେ ଗୋବଂଶର ଭୂମିକା

Image
🌍 ପରିବେଶ ସୁରକ୍ଷାରେ ଗୋବଂଶର ଭୂମିକା 🌍 ଆଜି ବିଶ୍ୱ ପରିବେଶ ଦିବସ l ଆଜି ପ୍ରତ୍ୟେକ ବ୍ୟକ୍ତି ଥରୁଟିଏ ଚିନ୍ତା କରିବା ଉଚିତ ନିଜ ପାଇଁ ତଥା ସାରା ଜୀବଜଗତ କଲ୍ୟାଣ ପାଇଁ ଜଣେ କଣ କରିପାରିବେ ଆଜିର ପ୍ରଦୂଷିତ ପରିବେଶ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ?  ଆଜିର ସ୍ୱତନ୍ତ୍ର ପୋଷ୍ଟରେ ଆମେ କିଛି ଏମିତି ତଥ୍ୟ ଉପସ୍ଥାପନା କରିବୁ ଯାହାକି ଆପଣଙ୍କ ପରିବେଶ ସୁରକ୍ଷା କରିବା ପାଇଁ ବହୁତ ବଡ଼ ପ୍ରେରଣା ଯୋଗାଇବ l ତେଣୁ ଆଜିର ବିଶିଷ୍ଟ ପୋଷ୍ଟରେ ଆପଣଙ୍କ ପାଇଁ ରହିଛି....  👉 ପରିବେଶର କେନ୍ଦ୍ରବିନ୍ଦୁ କୋଉଟା?  👉 ଗୋବଂଶ କେମିତି ପରିବେଶ ସୁରକ୍ଷା କରନ୍ତି?  ମଣିଷମାନେ ଆସିବା ପୂର୍ବରୁ ଏହି ପୃଥିବୀରେ ପ୍ରାକୃତିକ ପରିବେଶର ସତ୍ତା ରହିଛି l ତେବେ ପ୍ରଶ୍ନ ଉଠେ କେଉଁ ଜିନିଷକୁ ନେଇ ପରିବେଶ ତିଆରି ହୁଏ? ପୌରାଣିକ ମତ ଅନୁସାରେ ଏହି ବ୍ରହ୍ମାଣ୍ଡ ଏକ ଶୂନ୍ୟ ତତ୍ତ୍ୱରୁ ତିଆରି ହେଲା, ପରେ ପଞ୍ଚ ମହାଭୁତ ତିଆରି ହେଇ ନାନା ଭୌତିକ ତତ୍ତ୍ୱ ଗଢ଼ିଉଠିଲା l ଅଗ୍ନି ତତ୍ତ୍ୱରୁ ନାନା ଗ୍ରହ ନକ୍ଷତ୍ର ଜାତ ହେଲା l କିଛି ଗ୍ରହରେ ଜୀବନ ପାଇଁ ଅନୁକୂଳ ସମ୍ଭାବନା ଦେଖାଗଲା ସେଇଠି ପ୍ରାଣବାୟୁ ଓ ଜୀବନଦାୟୀ ଜଳ ଦ୍ୱାରା ଜୀବଜଗତ ଗଢ଼ିଉଠିଲା l ପୃଥିବୀ ସେହି ଭିତରୁ ଗୋଟିଏ ଗ୍ରହ ହେଲା l ପ୍ରଥମେ ଉଦ୍ଭିଦଜଗତ ତିଆରି ହେଲା ଓ ପରେ ସେମାନଙ୍କ ଯୋଗୁଁ ପ୍ରାଣୀଜଗତ ତିଆରି ହେଲେ l ସମଗ୍ର ଜୀବଜଗତର କେନ୍ଦ୍ର ବିନ୍ଦୁ ଗଛ...

ମୋ ଆଈମା ସ୍ୱାସ୍ଥ୍ୟ କଥା - 28 ତରଭୁଜର ଉପକାରିତା

Image
ମୋ ଆଈମା ସ୍ୱାସ୍ଥ୍ୟ କଥା - 28 ତରଭୁଜର ଉପକାରିତା ପ୍ରକୃତିର ଲୀଳା ବଡ଼ ବିଚିତ୍ର l ବାର ମାସ ଓ ଛଅଟି ଋତୁ ଦ୍ୱାରା ଅନବରତ ମଣିଷମାନଙ୍କୁ ନାନା ପ୍ରକାର ସୁଖ ଓ ଦୁଃଖ ଦେଇଥାଏ l ଥରେ ଛୋଟ ବେଳେ ଏହି କଥା ମୁଁ ମୋର ଆଈମାଙ୍କୁ ପଚାରିଥିଲି - ଆଈମା ବର୍ଷା ଦିନେ କେତେ କାଦୁଅ ହୁଏ ଆମ ଗାଁ ରାସ୍ତା, ମୋତେ ସବୁ ଋତୁ... ସବୁ ମାସ... ଭଲ ଲାଗେ କିନ୍ତୁ ଏହି ବର୍ଷା ସମୟ ବିଲକୁଲ ବି ଭଲ ଲାଗେନି l କାହିଁକି ଏହି ବର୍ଷା ଦିନ ଆସେ?? ମୋତେ ଜମାରୁ ଭଲ ଲାଗେନି l ମୋ ପ୍ରଶ୍ନ ତଥା ବିରକ୍ତିକର ମୁହଁଭଙ୍ଗୀ ଦେଖି ଆଈମା କହିଲା - ଏହି ଦୁନିଆଁ ସବୁବେଳେ ଘୁରୁଛି l ସୁଖ ପରେ ଦୁଃଖ... ଦୁଃଖ ପରେ ସୁଖ... ଖରା ପରେ ବର୍ଷା... ବର୍ଷା ପରେ ପୁଣି ଖରା... ଘୁରୁଚି ପରା.. l କିନ୍ତୁ ଦୁଃଖ ବେଳେ ମଧ୍ୟ କିଛି ଜିନିଷ ପ୍ରକୃତି ଆମକୁ ଏଭଳି ଦେଇଥାଏ ଯାହାକି ଆମକୁ ଦୁଃଖ ସମୟରେ ସାହାଯ୍ୟ କରେ l ଉଦାହରଣ ସ୍ୱରୂପ ଏଇ ଖରା ଦିନରେ ମଣିଷମାନେ ପ୍ରଚଣ୍ଡ ଖରା ଯୋଗୁଁ କେତେ ଡହଳବିକଳ ହୁଅନ୍ତି l ଖରାର ପ୍ରଭାବରେ ଲୋକଙ୍କୁ ଅଂଶୁଘାତ ଭଳି ମାରାତ୍ମକ ରୋଗ ମାଡିବସି ବହୁତ ଲୋକମାନଙ୍କର ପ୍ରାଣ ନେଇଥାଏ l କିନ୍ତୁ ପ୍ରକୃତି ଏହାର ବିପରୀତ ପକ୍ଷରେ ମଣିଷ ମାନଙ୍କୁ ଏହି ଅଂଶୁଘାତରୁ ରକ୍ଷା କରିବା ପାଇଁ ବିଭିନ୍ନ ବ୍ୟବସ୍ଥା ମଧ୍ୟ କରିଥାଏ l ଯେତେବେଳେ ପୋଖରୀ, କୂଅ, ନଳକୂପ ଆଦି ଶୁଖିଯାଏ ସେତେବେଳେ କୌଣସି ଜୀବ ପାଣି ପାଆନ୍ତି ନାହିଁ ଏହି ସମୟରେ ପ୍ରକୃତି ...

ମୋ ଆଈମା ସ୍ୱାସ୍ଥ୍ୟ କଥା - 07 (ବିୟୁଟି ପାର୍ଲର ନ ଯାଇ କିପରି ସୁନ୍ଦର ଚେହେରା ପାଇପାରିବା…)

Image
ମୋ ଆଈମା ସ୍ୱାସ୍ଥ୍ୟ କଥା - 07 (ବିୟୁଟି ପାର୍ଲର ନ ଯାଇ କିପରି ସୁନ୍ଦର ଚେହେରା ପାଇପାରିବା…)  ଆଜିର ସ୍ୱାସ୍ଥ୍ୟ କଥା ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଉପରେ....କେମିତି ଉପାୟରେ ଜଣେ ବ୍ୟକ୍ତି ବିନା ବିୟୁଟି ପାର୍ଲର ଯାଇ ସୁନ୍ଦର ଚେହେରା ପାଇପାରିବ ସେ ବିଷୟରେ ଆଈମା କଣ କହିଛନ୍ତି ଆମେ ଜାଣିବା l 👉 ଆଈମା କହୁଛନ୍ତି ଯେଉଁ ନାରୀ ବା ପୁରୁଷ ଚକଚକିଆ ସୁନ୍ଦରିଆ ଚେହେରା ଚାହୁଁଛନ୍ତି ସେମାନେ ପ୍ରତିଦିନ ଖାଲି ପେଟରେ 3ଟି ଦେଶୀ ଟମାଟୋକୁ ଖାଇବେ l ମନେରଖିବ ଟମାଟୋର ମଞ୍ଜି ଓ ଚୋପା ଖାଇବ ନାହିଁ ଏହା ହଜମ ହୋଇନଥାଏ l ଏହା ବହୁତ କାମ ଦିଏ ସୌନ୍ଦର୍ଯ୍ୟ ବଢାଇବାରେ କିନ୍ତୁ 30 ଦିନ ପର୍ଯ୍ୟନ୍ତ ଖାଇବାକୁ ପଡ଼େ l ଏହା ଦ୍ୱାରା ପୁରୁଷ ହେଉ ବା ନାରୀ ସମସ୍ତଙ୍କ ମୁହଁରେ ତେଜ ଆସେ l ବୃଦ୍ଧ ଅବସ୍ଥା ବିଳମ୍ବ କରାଇଥାଏ l 👉 ଆଜି କାହିଁକି ବାଳ ଝଡ଼ୁଛି??  ଆମ ସମୟରେ କାହାର ବାଳ ଝଡ଼ୁନଥିଲା କି ଅଳ୍ପ ବୟସରେ ବାଳ ଧଳା ହେଉନଥିଲା କାରଣ ଆମେ ଜଲଦି ରାତିରେ ଶୋଇପଡ଼ୁଥିଲୁ ଆଉ ଶୀଘ୍ର ଉଠିଯାଉଥିଲୁ l ମୁଣ୍ଡରେ ଜଡ଼ା ତେଲ ଲଗାଉଥିଲୁ l ଜଡ଼ା ତେଲ ବହୁତ ଥଣ୍ଡା କିନ୍ତୁ ଆମେ ଶାରୀରିକ ଶ୍ରମ କରୁଥିବାରୁ ଆମକୁ ବେଶୀ ଥଣ୍ଡା ହେଉନଥିଲା l ଆଜିକାଲି ତ ଶାରୀରିକ ଶ୍ରମ କମିଗଲା ତଥାପି ରାତିରେ ଶୋଇବା ପୂର୍ବରୁ ଜଡ଼ା ତେଲ ଲଗାଇ ଶୋଇଲେ ଭଲ ନିଦ ହେବା ସହିତ ବାଳ ଝଡ଼ିବାକୁ ଆଉ ଦିଏନି l ଯଦି ଜଡ଼ା ତେଲ ନାହିଁ ପାଦରେ ସୋରିଷ ତେଲ ମାଲି...

ମୋ ଆଈମା ସ୍ୱାସ୍ଥ୍ୟ କଥା - 36(a) ହର୍ମୋନ ଅସନ୍ତୁଳନ

Image
*ମୋ ଆଈମା ସ୍ୱାସ୍ଥ୍ୟ କଥା - 36(a)* ହର୍ମୋନ ଅସନ୍ତୁଳନ ଆଜିକାଲି ପ୍ରାୟ ମଣିଷମାନଙ୍କ କ୍ଷେତ୍ରରେ ନାନା ପ୍ରକାରର ହର୍ମୋନ ଅସନ୍ତୁଳିତ ରୋଗଗୁଡିକ ବହୁତ ଦେଖାଯାଉଛି l ଏହାର ସମ୍ପୂର୍ଣ ସମାଧାନ ବଡ଼ ବଡ଼ ଡାକ୍ତରମାନେ ମଧ୍ୟ କରିପାରନ୍ତି ନାହିଁ କାରଣ ଥରେ ଶରୀରର ପ୍ରାକୃତିକ ତତ୍ତ୍ୱ ଅସନ୍ତୁଳିତ ହୋଇଗଲେ ତାକୁ ପୁଣି ଥରେ ଠିକ କରିବା କାଠିକର ପାଠ ହୋଇଯାଏ l ତେବେ ଆୟୁର୍ବେଦରେ ଏହି ସବୁ ରୋଗଗୁଡିକର ସମ୍ପୂର୍ଣ ଚିକିତ୍ସା ଉପଲବ୍ଧ, ସର୍ତ୍ତ ହେଲା ଆୟୁର୍ବେଦକୁ ଠିକ ଭାବେ ଓ ସମ୍ପୂର୍ଣ ବିଶ୍ୱାସର ସହିତ ବ୍ୟବହାର କରିବା ଉଚିତ  l ଆମେ ଆପଣଙ୍କ ପାଇଁ ଆଣୁଛୁ  ..... ସ୍ୱାସ୍ଥ୍ୟ କଥା -36(b)- ରେ ମଧୁମେହ ରୋଗ  ସ୍ୱାସ୍ଥ୍ୟ କଥା -36(c)- ରେ ଥାଇରଏଡ଼ ରୋଗ  ସ୍ୱାସ୍ଥ୍ୟ କଥା -36(d)- ରେ ପିସିଓଡି  ରୋଗ  ସ୍ୱାସ୍ଥ୍ୟ କଥା -36(e)- ରେ ସମସ୍ତ ପ୍ରକାର ଯୌନ ରୋଗ  *ହର୍ମୋନ ଅସନ୍ତୁଳନର କାରଣ କଣ ???*  କାରଣର ଉତ୍ତର ଦେବା ପୂର୍ବରୁ ଆମେ ଏକ ମହତ୍ୱପୂର୍ଣ୍ଣ ବିଷୟ ଉପରେ ଆପଣମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛୁ ତାହା ହେଲା ଜୈବିକ ଘଣ୍ଟା (Biological Clock) ଯାହା ପ୍ରତ୍ୟକ ଜୀବ ଭିତରେ ରହି ପ୍ରତ୍ୟକ ଜୈବିକ କାର୍ଯ୍ୟକୁ ଠିକ ସମୟରେ ଠିକ ଭାବରେ ସମ୍ପାଦିତ କରିଥାଏ l ଏହାର ଯୋଗୁଁ ଆମେ ଚାହିଁଲେ ଆଲରାମ ନଦେଇ ମଧ୍ୟ ଆମେ ଠିକ ସମୟରେ ଉଠିପାରିଥାଉଁ l ଏହା ହେଉଛି...

ମୋ ଆଈମା ସ୍ୱାସ୍ଥ୍ୟ କଥା - 35 ଚିରେଇତା ପତ୍ର

Image
*ମୋ ଆଈମା ସ୍ୱାସ୍ଥ୍ୟ କଥା - 35*  ଚିରେଇତା ପତ୍ର ଏବେ ବହୁତ ଲୋକଙ୍କୁ ପାଣିଆ ନାଳୁଆ ଝାଡା ସମସ୍ୟା ଦେଖାଯିବ l ଝାଡ଼ାରେ ସିଂଘାଣି ଭଳିଆ ଜିନିଷ ଆସିବା l ରକ୍ତ ମଧ୍ୟ ବେଳେ ବେଳେ ଆସେ l ଏହାର ସହଜ ସମାଧାନ ହେଲା ଚିରେଇତା ପତ୍ର l 50 ରୁ 100ml ଚିରେଇତା ପତ୍ରର ରସ ପିଇଦିଅନ୍ତୁ l ତୁରନ୍ତ କାମ ଦିଏ l ଡାକ୍ତରଖାନା ଯିବାକୁ ପଡିବ ନାହିଁ l ଏହି ଔଷଧକୁ ଶୁଖାଇ ରଖି ପାରିବେ କାରଣ ଏହା କେବଳ ବର୍ଷା ଋତୁରେ ମିଳେ l 👉 ଏହା ମଧୁମେହ ରୋଗରେ କାମ ଦିଏ l 👉ହାଡ଼କୁ ଶକ୍ତିଶାଳୀ କରେ l 👉 ଥଣ୍ଡା, କଫ ଆଦି ରୋଗ ଭଲ କରେ l 👉 ମେଲେରିଆ ଓ ଅନ୍ୟ କଫ ଜ୍ୱର ପାଇଁ ବଡ଼ ଔଷଧ l 👉 ସ୍ନାୟୁ ବା ନର୍ଭ ସମସ୍ୟା ଠିକ କରେ l 👉 କୃମି ନାଶକ l ଆଦି କେତେ ଭଲ ଗୁଣ ରହିଛି l  ମୋ ଆଈମା ସ୍ୱାସ୍ଥ୍ୟ କଥା - 36(a) ହର୍ମୋନ ଅସନ୍ତୁଳନ .

ମୋ ଆଈମା ସ୍ୱାସ୍ଥ୍ୟ କଥା - 34(b) ଅର୍ଶ ରୋଗ

Image
ମୋ ଆଈମା ସ୍ୱାସ୍ଥ୍ୟ କଥା - 34(b) ଅର୍ଶ ରୋଗ ଗତ ଆଈମା ସ୍ୱାସ୍ଥ୍ୟ କଥାରେ ଆମେ ଅର୍ଶ ରୋଗର ଲକ୍ଷଣ ଓ ଉପଚାର ବିଷୟରେ ଜାଣିଲେ l ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥା ସବୁଠୁ ବେଶୀ ଜରୁରୀ ସମସ୍ତ ଅର୍ଶ ରୋଗୀଙ୍କ ପାଇଁ କାରଣ ଆଜିର ସ୍ୱାସ୍ଥ୍ୟ କଥାରେ ଆମେ ସେହି ତୃଣମୂଳ ସ୍ତରୀୟ ଜିନିଷ ଆପଣଙ୍କ ସାମ୍ନାରେ ପ୍ରସ୍ତୁତ କରିବୁ ଯୋଉଟା ଆପଣ ଜାଣିବା ନିହାତି ଦରକାର l ତେଣୁ ଆଜି ଆପଣଙ୍କ ପାଇଁ ରହିବ...  👉 ପୁରୁଷ ଅପେକ୍ଷା ନାରୀମାନଙ୍କୁ କାହିଁକି ଅଧିକ ଅର୍ଶ ରୋଗ ଅଧିକ ଦେଖାଯାଏ?  👉 ଜଣେ ଅର୍ଶ ରୋଗୀର ପ୍ରକୃତ ଦିନଚର୍ଯ୍ୟା କଣ ହେବା ଉଚିତ?  👉 ମଳଦ୍ୱାରରେ ହୋଇଥିବା ଗଜା ବା ମସ୍ସା କୁ କେମିତି ଝଡା ଯିବ?  ଅର୍ଶ କାହାକୁ ହୁଏ?  ଯେଉଁମାନଙ୍କର ଶରୀରରେ ରୋଗପ୍ରତିରୋଧ ଶକ୍ତି କମ ଥାଏ, ଯେଉଁମାନେ ଥଣ୍ଡା ପ୍ରକୃତି ବିଶିଷ୍ଟ ଥାଆନ୍ତି, ଯେଉଁମାନେ ପୂର୍ବରୁ ନିଶ୍ଚିତ ଚର୍ମ ରୋଗୀ ବା କଫ ରୋଗୀ ବା ଥଣ୍ଡା ରୋଗୀ ହୋଇଥିବେ l ପୁରୁଷ ଶରୀର ଚନ୍ଦ୍ର ଶକ୍ତି ଅପେକ୍ଷା ସୂର୍ଯ୍ୟ ଶକ୍ତି ଦ୍ୱାରା ଅଧିକ ପରିଚାଳିତ କିନ୍ତୁ ନାରୀ ଶରୀର ଚନ୍ଦ୍ର ଶକ୍ତି ରେ ଅଧିକ ପ୍ରଭାବିତ ହୋଇଥିବାରୁ l ନାରୀ ଶରୀର ସ୍ଵଭାବତଃ ଥଣ୍ଡା ଥାଏ l  ଶରୀରରେ ଉଚିତ ସୂର୍ଯ୍ୟ ଶକ୍ତି ବା ଅଗ୍ନି ଶକ୍ତି ନମିଳିଲେ ତାହା ଖାଦ୍ୟ ହଜମ କରାଏ ନାହିଁ l ଖାଦ୍ୟ ହଜମ ନହେଲେ ସେଥିରୁ ଆମ୍ବ ବା ବିଷ ବାହାରେ l ଏହି ବିଷ ଯେଉଁଠି ରହେ ସେଇଠି ...

ମୋ ଆଈମା ସ୍ୱାସ୍ଥ୍ୟ କଥା :- 34(a) Piles/ଅର୍ଶ ରୋଗ

Image
*ମୋ ଆଈମା ସ୍ୱାସ୍ଥ୍ୟ କଥା :- 34(a)* Piles/ଅର୍ଶ ରୋଗ ବହୁତ ଲୋକଙ୍କ ବହୁତ ଦିନରୁ ଏହି ଇଚ୍ଛା ଥିଲା କି କେବେ ଅର୍ଶ ବା piles ପାଇଁ ପୋଷ୍ଟ ହେବ l ଆମେ କୌଣସି ପୋଷ୍ଟ କରିବା ଆଗରୁ ତାର ପ୍ରାକ୍ଟିକାଲ କରିଥାଉ l ଏହି ରୋଗ ଏତେ ଖରାପ ରୋଗ ଯେ ମୋତେ ନାନାଦି ଲୋକଙ୍କ ଉପରେ ନାନା ପ୍ରକାରର ପ୍ରୟୋଗ କରିବାକୁ ପଡିଲା l ଆମେ ତାର ମୂଳ କାରଣ ଖୋଜୁଥିଲି ଆଉ ଆଜି ଦୀର୍ଘ ଦିନ ପରେ ଆମେ ଏହାର ନିଦାନ ଖୋଜିବାରେ ସମର୍ଥ ହେଲୁ l ତାପୂର୍ବରୁ ଯେଉଁମାନେ ଆମର ମୋ ଆଈମା ସ୍ୱାସ୍ଥ୍ୟ କଥା 32(a) ଓ 32(b) ପଢ଼ିନାହାନ୍ତି ସେମାନେ ପ୍ରଥମେ ପଢ଼ିନିଅନ୍ତୁ କାରଣ ଏହି ସବୁ ପୋଷ୍ଟ ଭିତରେ ପରସ୍ପର ସମ୍ବନ୍ଧ ରହିଛି l ତେବେ ଆଜିର ମୋ ଆଈମା ସ୍ୱାସ୍ଥ୍ୟ କଥାରେ ଆମେ ଜାଣିବା....  1- Piles/ଅର୍ଶ ରୋଗ କଣ ???  2- କାହିଁକି ହୁଏ ???  3- କେତେ ପ୍ରକାର ଓ ଲକ୍ଷଣ କଣ ସବୁ ଦେଖେଇଥାଏ ??? 4- ଏହାର ସମାଧାନ କଣ???  5- କଣ କଣ ସତର୍କତା ରହିଛି ???   *1- Piles/ଅର୍ଶ ରୋଗ କଣ ???*  ଆମର ଶରୀରରେ ଲକ୍ଷ ଲକ୍ଷ ନାଡୀ ରହିଛି l ଏହି ନାଡୀ ସବୁ ଶରୀରରେ ରକ୍ତ, ଜରୁରୀ ଅଣୁସାର, ଅମ୍ଳଜାନ, ଅଙ୍ଗାରକାମ୍ଳ ତଥା ନାନା ପ୍ରକାର ବିଷାକ୍ତ ବର୍ଜ୍ୟବସ୍ତୁ ଆଦି ପ୍ରତିଟି କୋଷକୁ ପରିବହନ କରେ l ଯଦି କୌଣସି କାରଣ ବଶତଃ ଏହି ନାଡୀମାନଙ୍କରେ ବ୍ଳକେଜ ହେଇଯାଏ ବା ଦୁର୍ବଳ ହେଇଯାଏ ତାହେଲେ ରକ୍ତର ପ୍ରଭାବ କମ...

ମୋ ଆଈମା ସ୍ୱାସ୍ଥ୍ୟ କଥା - 33 ପଣସର ଉପକାରିତା ଓ ସତର୍କତା ଉପରେ

Image
*ମୋ ଆଈମା ସ୍ୱାସ୍ଥ୍ୟ କଥା - 33* ପଣସର ଉପକାରିତା ଓ ସତର୍କତା ଉପରେ ସମୟ ଅନୁସାରେ ପ୍ରକୃତି ଆମକୁ ନାନାଦି ଦରକାରୀ ଫଳ ସବୁ ପ୍ରଦାନ କରିଥାଏ l ଗ୍ରୀଷ୍ମର ପ୍ରଚଣ୍ଡ ଖରାରେ ଶରୀରର ଶକ୍ତି ଯେତେବେଳେ ହ୍ରାସ ପାଇଥାଏ ସେତେବେଳେ ପ୍ରକୃତିରୁ ଜାତ ହୋଇଥାଏ ଆମ୍ବ, ପଣସ ଭଳିଆ ଶକ୍ତିଶାଳୀ ଔଷଧୀୟ ଫଳ l ଶ୍ରୀ ରାଜୀବ ଦୀକ୍ଷିତଙ୍କ ଅନୁସାରେ ଆମେ ସେହି ସବୁ ଫଳ ମୂଳ ପନିପରିବା ଖାଇବା ଉଚିତ ଯାହାକି ପ୍ରକୃତି ଆମକୁ ପ୍ରାକୃତିକ ଅବସ୍ଥାରେ ଦେଇଥାଏ l ଆଜିର ଆଈମା ସ୍ୱାସ୍ଥ୍ୟ କଥାରେ ଆପଣଙ୍କ ପାଇଁ ରହିଛି...   *👉ପଣସର ଉପକାରିତା ଓ ସତର୍କତା ଉପରେ*  *1. ଉପକାରିତା* 👉 ପାଚିଲା ପଣସ ଶରୀରକୁ ଆବଶ୍ୟକୀୟ ପୋଷଣ ଯୋଗାଇ ଶକ୍ତି ବର୍ଦ୍ଧନ କରିଥାଏ l   👉 ପଣସ ଗଛର କ୍ଷୀରକୁ ଘା ବା କ୍ଷତ ସ୍ଥାନରେ ଲଗେଇଲେ ଶୀଘ୍ର ଉପଶମ ହୁଏ ଏବଂ ଘା ପାଖରେ ଯଦି ଫୁଲି ଯାଇଛି ତାକୁ ମଧ୍ୟ ଠିକ କରେ l  👉 ଯେଉଁମାନେ ମୁହଁର ପାରାଲାଇସିସ ବା ମୁହଁର nerve ସମସ୍ୟା ଆଦିର ରୋଗରେ ପୀଡିତ ସେମାନେ ରାଶି ତେଲ ମୁହଁରେ ଲଗାଇ ପଣସ ପତ୍ରକୁ ଅଳ୍ପ ଗରମ କରି ସେକ ଦେଲେ ରୋଗୀକୁ ଆରାମ ମିଳେ l ଗାଲୁଆ ରୋଗରେ ମଧ୍ୟ ଏହା ବହୁତ ଉପକାରୀ l 👉 ପାଚିଲା ପଣସ ଖାଇଲେ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ ଯାହାଫଳରେ କ୍ଷତ ଜାଗାରୁ ବେଶୀ ରକ୍ତ ବାହାରିନଥାଏ l 👉 ଏହାର ମଞ୍ଜି ତଥା ପାଚିଲା ଫଳ ଖାଇଲେ ଶୂକ୍ରାଣୁ ସଂଖ୍ୟା ବୃଦ...

ମୋ ଆଈମା ସ୍ୱାସ୍ଥ୍ୟ କଥା - 32(b) ଶୁଖିଲା ଚର୍ମ ରୋଗ (Dry Eczema) ବିଷୟରେ

Image
*ମୋ ଆଈମା ସ୍ୱାସ୍ଥ୍ୟ କଥା - 32(b)*    ଶୁଖିଲା ଚର୍ମ ରୋଗ (Dry Eczema) ବିଷୟରେ ଗତକାଲି ଆମେ ଓଦା ଚର୍ମ ରୋଗ ବିଷୟରେ ଆଲୋଚନା କରୁଥିଲେ l ବର୍ଷାଦିନେ ମୁଖ୍ୟତଃ ଓଦା ଚର୍ମ ରୋଗ ଅଧିକ ଦେଖାଯାଉଥିବା ବେଳେ ଶୀତ ଓ ଖରା ଦିନରେ ଶୁଖିଲା ଚର୍ମ ରୋଗ ଅଧିକ ଦେଖାଯାଏ ଲୋକମାନଙ୍କ ଠାରେ l  ଆମ ଶରୀରରେ ବିରୋଚନ କ୍ରିୟା (ମଳ, ମୂତ୍ର, ଝାଳ ଇତ୍ୟାଦି) ବାଧା ପ୍ରାପ୍ତ ହେଲେ ଏବଂ ବିଷ ଜିନିଷ ବହୁତ ଦିନ ପର୍ଯ୍ୟନ୍ତ ଶରୀରରେ ଠୁଳ ହୋଇ ଶୁଖିଗଲେ ଏହି ରୋଗ ହୁଏ l କିଛି ଭୁତାଣୁ ଓ ଜୀବାଣୁ ଶରୀରର କୋଷକୁ ଖାଇ ଚାଲନ୍ତି ଆଉ ନୂତନ କୋଷ ସୃଷ୍ଟି ପ୍ରକ୍ରିୟାରେ ବାଧା ସୃଷ୍ଟି କରନ୍ତି l ଫଳରେ ଏହି ରୋଗ ଦେଖାଯାଏ l ଏହାକୁ ଠିକ କରିବା ପାଇଁ ରୋଗୀକୁ ବହୁତ ପରିଶ୍ରମ କରିବାକୁ ପଡେ l  *ଲକ୍ଷଣ* : 1- ଶୁଖିଲା ଚର୍ମ ରହିବ l 2- କୁଣ୍ଡେଇ ହେଇନପାରେ l 3- ଧଳା କିମ୍ବା କଳା ରଙ୍ଗର ପେଚ ଆଦି ଶରୀରର ନାନା ସ୍ଥାନରେ ଦେଖାଯିବ l 4- ଚର୍ମ କାତି ଛାଡିଲା ପରି ଦେଖାଯିବ l 5- ଛୋଟ ଛୋଟ ନାଲିଆ ନାଲିଆ ବିନ୍ଦୁ ଆକାରର ଚି଼ହ୍ନ ଶରୀର ସାରା ମାଡିଚାଲିବ  6- ରୋଗୀ ବହୁତ ଗରମ ସବୁବେଳେ ଅନୁଭବ କରୁଥିବ l  *ଉଦାହରଣ : ଯେତେ ପ୍ରକାରର ଛଉ ଅଛି, ଶୁଖିଲା ଏକ୍ଜିମା, ଷୋରିଆସିସ ଆଦି ରୋଗ*   *ଏହାର କାରଣ :*  1- ବଂଶଗତ ଯୋଗୁଁ l 2- ପାଣି କମ ପିଇବା ଯୋଗୁଁ l 3- ପରସ୍ପର ବିରୋଧ ଖାଦ୍ୟ ସେବ...

ମୋ ଆଈମା ସ୍ୱାସ୍ଥ୍ୟ କଥା - 32(a) ଓଦା ଚର୍ମ ରୋଗ (Wet Eczema) ବିଷୟରେ

Image
*ମୋ ଆଈମା ସ୍ୱାସ୍ଥ୍ୟ କଥା - 32(a)* ଓଦା ଚର୍ମ ରୋଗ  (Wet Eczema) ବିଷୟରେ ବର୍ତ୍ତମାନ ବର୍ଷା ସମୟ ଆସିଗଲା l ପ୍ରକୃତିର ମନୋହର ସବୁଜିମା ସମସ୍ତଙ୍କୁ ଆକୃଷ୍ଟ କରିବ l ଖରାର ପ୍ରଭାବରେ ସବୁ ଜୀବ ଶୁଖିଯାଇଥିଲେ ବର୍ଷା ଆସିଲା ପରେ ବୃକ୍ଷଲତା ସମେତ ସମସ୍ତ ପ୍ରାଣୀମାନେ ମଧ୍ୟ ନିଜର ସୁନ୍ଦର କାୟାକଳ୍ପ କରିପାରିବେ l ଏଥିରେ ରହିଛି ବଡ଼ ବିଜ୍ଞାନ l ଖରାଦିନେ ବାୟୁର ପ୍ରକୋପ ଅଧିକ ଥିବା ଯୋଗୁଁ ଜୀବ ଶୁଖି ଝଡିଯାଏ କିନ୍ତୁ ବର୍ଷା ଦିନରେ ଜଳ ଓ ପୃଥିବୀର ପ୍ରାଧାନ୍ୟ ବଢ଼ିଥାଏ l ତେଣୁ ତାର ଶରୀର ସୁନ୍ଦର ଏବଂ ମୋଟା ଦେଖାଯାଏ l ବର୍ଷା ଦିନ ଯେତିକି ଭଲ ସେତିକି ଖରାପ ମଧ୍ୟ l ଏହି ସମୟ ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଓ ଅନୁକୂଳ ତାପମାତ୍ରା ଥିବାରୁ ରୋଗ ସୃଷ୍ଟିକାରୀ ଭୁତାଣୁ, ଜୀବାଣୁ ଓ କବକମାନଙ୍କ ପାଇଁ ପ୍ରକୃଷ୍ଟ ସମୟ l ଏମାନଙ୍କ ଶରୀରରୁ ଯେଉଁ ବିଷ ବାହାରେ ତାହା ଆମ ଶରୀରରେ ବହୁତ ରୋଗ ସୃଷ୍ଟି କରେ ମୁଖ୍ୟତଃ ନାନା ପ୍ରକାରର ଚର୍ମ ରୋଗ, ଆଲର୍ଜି, ଝାଡା, ବାନ୍ତି, ଜ୍ୱର ଇତ୍ୟାଦି l ଆପଣ ଜାଣନ୍ତି ସମସ୍ତଙ୍କୁ ରୋଗ ଜୀବାଣୁ ଆକ୍ରମଣ କରିନଥାନ୍ତି ଯାହା ପାଖରେ ମଜବୁତ ପ୍ରତିରୋଧ ଶକ୍ତି ନାହିଁ କେବଳ ସେମାନଙ୍କୁ କ୍ଷତି ପହଞ୍ଚାଇବାରେ ସମର୍ଥ ହୋଇଥାନ୍ତି l  ତେବେ ଏହି ମଜବୁତ ପ୍ରତିରୋଧ ଶକ୍ତି କଣ??  ଆଜି ଆମେ ଏମିତି ଜିନିଷ ଜାଣିବା ଯାହା ଆଗାମୀ ଦିନରେ ଛୋଟ ଛୁଆ ଠୁ ଆରମ୍ଭ କରି ବୁଢ଼ା ଲୋକ ପର...

ମୋଆଈମା ସ୍ୱାସ୍ଥ୍ୟ କଥା - 31 ବିରୁଦ୍ଧ ଖାଦ୍ୟ ବିଷୟରେ

Image
*ମୋଆଈମା ସ୍ୱାସ୍ଥ୍ୟ କଥା - 31*  ଖାଦ୍ୟରେ ଯଦି ବିଷ ରହିବ ତାହେଲେ ଯକୃତ ତାକୁ ଅସ୍ବୀକାର କରିବ l ଯଦି ଖାଦ୍ୟରେ କୌଣସି ବିଷ ନାହିଁ କିନ୍ତୁ ମଣିଷ ପୂର୍ବରୁ ପେଟରେ ବିଷ ରଖିଥିବ ମାନେ ହେଲା ପେଟରେ କଫ ବା ଚର୍ବି ଅଧିକ ଥିବ ତାହେଲେ ମଧ୍ୟ ଖାଦ୍ୟ ହଜମ ଠିକ ହେବନାହିଁ l ଆମେ ପୂର୍ବ ଆଈମା ସ୍ୱାସ୍ଥ୍ୟ କଥାରେ କହିଛୁ ବିରୁଦ୍ଧ ଖାଦ୍ୟ ବିଷୟରେ ଏହା ମଧ୍ୟ ଖାଦ୍ୟ ହଜମ କରାଏ ନାହିଁ l ଯଦି ବ୍ୟକ୍ତିକୁ ଗ୍ୟାସ, ପେଟ ଫୁଲିବା, ପାଟିରୁ ଖଟା ବାସ୍ନା ଆସିବା, ହାକୁଟି ଆସିବା ବା ବାରମ୍ବାର ଝାଡା ଲାଗୁଥିବା, ପାଇଖାନା ଗଲେ ଶୀଘ୍ର ପେଟ ସଫା ନହେବା ବା ଚିକ୍କଣ ଝାଡା ହେବା, ପେଟ ଘା, ତୁଣ୍ଡ ଘା, ଅର୍ଶ,  ସମସ୍ତ ଚର୍ମ ରୋଗର ମୂଳ କାରଣ ହେଲା ଏସିଡ଼ିଟି l ତେଣୁ  କେଉଁ ଖାଦ୍ୟରେ ବିଷ ଅଛି ତାହା ତୁମ ପେଟ କହିଦେବ l *ସମାଧାନ ହେଲା - ସେଇ ଖାଦ୍ୟ ଖାଅନି* l ପ୍ରଥମେ ନିଜର ହଜମ ଶକ୍ତିକୁ ବଢ଼ାନ୍ତୁ,  କେମିତି? ଯଦି ଆପଣଙ୍କ ଏସିଡ଼ିଟି ରହୁଛି ସପ୍ତାହରେ ଗୋଟିଏ ଦିନ ଅନ୍ନ ତ୍ୟାଗ କରି ସକାଳେ ଓ ଦୁଇପହରେ ଫଳ ମୂଳ ଓ ରାତିରେ ଦେଶୀ ଗାଈ କ୍ଷୀର ସେବନ କରିବେ l ଜୁଆଣି ଖାଆନ୍ତୁ ସକାଳ ଓ ଦୁଇପହର ଖାଦ୍ୟରେ l ଜୁଆଣି ଔଷଧ ନୁହେଁ ଆମର ମସଲା ଭଳିଆ ଏକ ଖାଦ୍ୟ ଜିନିଷ l ସେଥିପାଇଁ ଜୁଆଣି ଦୁଇପହର ଭୋଜନରେ ନିଶ୍ଚୟ ପଡିବା ଉଚିତ l ଖାଇ ସାରିକି ଦେଢ଼ ଘଣ୍ଟା ପରେ ପାଣି ପିଇବା ଉଚିତ l କମ ପିଇଲେ କେବେବି ଏସିଡ ଭଲ ହେବନ...