ମୋ ଆଈମା ସ୍ୱାସ୍ଥ୍ୟ କଥା - 35 ଚିରେଇତା ପତ୍ର

*ମୋ ଆଈମା ସ୍ୱାସ୍ଥ୍ୟ କଥା - 35*  ଚିରେଇତା ପତ୍ର

ଏବେ ବହୁତ ଲୋକଙ୍କୁ ପାଣିଆ ନାଳୁଆ ଝାଡା ସମସ୍ୟା ଦେଖାଯିବ l ଝାଡ଼ାରେ ସିଂଘାଣି ଭଳିଆ ଜିନିଷ ଆସିବା l ରକ୍ତ ମଧ୍ୟ ବେଳେ ବେଳେ ଆସେ l ଏହାର ସହଜ ସମାଧାନ ହେଲା ଚିରେଇତା ପତ୍ର l 50 ରୁ 100ml ଚିରେଇତା ପତ୍ରର ରସ ପିଇଦିଅନ୍ତୁ l ତୁରନ୍ତ କାମ ଦିଏ l ଡାକ୍ତରଖାନା ଯିବାକୁ ପଡିବ ନାହିଁ l ଏହି ଔଷଧକୁ ଶୁଖାଇ ରଖି ପାରିବେ କାରଣ ଏହା କେବଳ ବର୍ଷା ଋତୁରେ ମିଳେ l

👉 ଏହା ମଧୁମେହ ରୋଗରେ କାମ ଦିଏ l

👉ହାଡ଼କୁ ଶକ୍ତିଶାଳୀ କରେ l

👉 ଥଣ୍ଡା, କଫ ଆଦି ରୋଗ ଭଲ କରେ l

👉 ମେଲେରିଆ ଓ ଅନ୍ୟ କଫ ଜ୍ୱର ପାଇଁ ବଡ଼ ଔଷଧ l

👉 ସ୍ନାୟୁ ବା ନର୍ଭ ସମସ୍ୟା ଠିକ କରେ l

👉 କୃମି ନାଶକ l

ଆଦି କେତେ ଭଲ ଗୁଣ ରହିଛି l 






ମୋ ଆଈମା ସ୍ୱାସ୍ଥ୍ୟ କଥା - 36(a) ହର୍ମୋନ ଅସନ୍ତୁଳନ









.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 17 ମହିଳାମାନଙ୍କୁ ବିଶେଷ ଶକ୍ତି ଦେଇଛି ଘର କାମ ପାଇଁ

ମୋ ଆଈମା ସ୍ୱାସ୍ଥ୍ୟ କଥା - 05 ଆଖିର ଜ୍ୟୋତି

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"