ମୋ ଆଈମା ସ୍ୱାସ୍ଥ୍ୟ କଥା - 70 ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ଆମର ସ୍ୱାସ୍ଥ୍ୟ ପାଇଁ କଣ ଶିକ୍ଷା ଦିଏ ?
*ମୋ ଆଈମା ସ୍ୱାସ୍ଥ୍ୟ କଥା - 70* ✍️✍️✍️ _(ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ଆମର ସ୍ୱାସ୍ଥ୍ୟ ପାଇଁ କଣ ଶିକ୍ଷା ଦିଏ?)_ 👏👏👏 ପ୍ରକୃତି ଦେଉଛି ବୋଲି ସବୁ ଜିନିଷ ଯେ ଅମୃତ ହେଇଥିବ ଏହା ଠିକ ହେଇନପରେ l ଆଜି ଆମେ ଏଭଳି କିଛି ପନିପରିବା ବିଷୟରେ ଜାଣିବା ଯାହାକି ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦରେ ଆଦୌ ବ୍ୟବହାର ହୁଏ ନାହିଁ l ଏହା ଆମକୁ ଏକଥା ସୂଚିତ କରେ କି ଆମେ କେବେହେଲେ ମଧ୍ୟ ଏସବୁ ଜିନିଷ ଖାଇବା ଉଚିତ ନୁହେଁ l ଗତ କିଛି ବର୍ଷ ଧରି ଆମେ କିଛି ପନିପରିବା ବିଷୟରେ ଖୁବ ଗବେଷଣା କଲୁ ଏବଂ ଏଇଟା ପାଇଲୁ କି ଏହି ପନିପରିବା ଆମକୁ ବିଶେଷ ଭାବରେ ସେତେ ଦରକାର ନାହିଁ l କିଛି ଏଭଳି ପନିପରିବା ରହିଛି ଯାହାକି ଆମର କ୍ଷତି ମଧ୍ୟ କରୁଛି l ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପନିପରିବା ସ୍ବଦେଶୀ ନୁହଁ ମାନେହେଲା ଭାରତ ବାହାରୁ ଏସବୁ ଆମ ଦେଶକୁ ଆସିଛି l ଏବେ ଲେଖି ରଖନ୍ତୁ କେଉଁ ପନିପରିବା ଖାଇବା ଅନୁଚିତ 👇 ❌️ ଆଳୁ ❌️ ଟମାଟୋ ❌️ ଭେଣ୍ଡି ❌️ କଞ୍ଚା କିମ୍ବା ଶୁଖିଲା ଲଙ୍କା ❌️ କୋବି ଫୁଲ ହେଉ ବା ବନ୍ଧା ❌️ ପିଆଜ ❌️ ରସୁଣ ❌️ କେପ୍ସିକମ ❌️ କଲରା ❌️ ବିନ ❌️ ସଜନା ❌️ ବାଇଗଣ 👉 ଯେଉଁ ପନିପରିବା ଭିତରେ ଅଧିକ ମଞ୍ଜି ରହୁଛି ତାହା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇନପାରେ l ଏହା ଜଗନ୍ନାଥଙ୍କ ସୂତ୍...