ମୋ ଆଈମା ସ୍ୱାସ୍ଥ୍ୟ କଥା - 70 ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ଆମର ସ୍ୱାସ୍ଥ୍ୟ ପାଇଁ କଣ ଶିକ୍ଷା ଦିଏ ?
*ମୋ ଆଈମା ସ୍ୱାସ୍ଥ୍ୟ କଥା - 70* ✍️✍️✍️
_(ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ଆମର ସ୍ୱାସ୍ଥ୍ୟ ପାଇଁ କଣ ଶିକ୍ଷା ଦିଏ?)_ 👏👏👏
ପ୍ରକୃତି ଦେଉଛି ବୋଲି ସବୁ ଜିନିଷ ଯେ ଅମୃତ ହେଇଥିବ ଏହା ଠିକ ହେଇନପରେ l ଆଜି ଆମେ ଏଭଳି କିଛି ପନିପରିବା ବିଷୟରେ ଜାଣିବା ଯାହାକି ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦରେ ଆଦୌ ବ୍ୟବହାର ହୁଏ ନାହିଁ l ଏହା ଆମକୁ ଏକଥା ସୂଚିତ କରେ କି ଆମେ କେବେହେଲେ ମଧ୍ୟ ଏସବୁ ଜିନିଷ ଖାଇବା ଉଚିତ ନୁହେଁ l ଗତ କିଛି ବର୍ଷ ଧରି ଆମେ କିଛି ପନିପରିବା ବିଷୟରେ ଖୁବ ଗବେଷଣା କଲୁ ଏବଂ ଏଇଟା ପାଇଲୁ କି ଏହି ପନିପରିବା ଆମକୁ ବିଶେଷ ଭାବରେ ସେତେ ଦରକାର ନାହିଁ l କିଛି ଏଭଳି ପନିପରିବା ରହିଛି ଯାହାକି ଆମର କ୍ଷତି ମଧ୍ୟ କରୁଛି l ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପନିପରିବା ସ୍ବଦେଶୀ ନୁହଁ ମାନେହେଲା ଭାରତ ବାହାରୁ ଏସବୁ ଆମ ଦେଶକୁ ଆସିଛି l ଏବେ ଲେଖି ରଖନ୍ତୁ କେଉଁ ପନିପରିବା ଖାଇବା ଅନୁଚିତ 👇
❌️ ଆଳୁ
❌️ ଟମାଟୋ
❌️ ଭେଣ୍ଡି
❌️ କଞ୍ଚା କିମ୍ବା ଶୁଖିଲା ଲଙ୍କା
❌️ କୋବି ଫୁଲ ହେଉ ବା ବନ୍ଧା
❌️ ପିଆଜ
❌️ ରସୁଣ
❌️ କେପ୍ସିକମ
❌️ କଲରା
❌️ ବିନ
❌️ ସଜନା
❌️ ବାଇଗଣ
👉 ଯେଉଁ ପନିପରିବା ଭିତରେ ଅଧିକ ମଞ୍ଜି ରହୁଛି ତାହା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇନପାରେ l ଏହା ଜଗନ୍ନାଥଙ୍କ ସୂତ୍ର ବୋଲି କହିପାରିବା l
👉 ଏହା ପିତ୍ତ ବଢ଼ାଇଥାଏ l ଚର୍ମ ରୋଗ ବା ଆଲର୍ଜି ତିଆରି କରେ l ପେଟ ସଫାରେ ବାଧା ଦିଏ l ତାମସିକ ଖାଦ୍ୟ ହେଇଥିବାରୁ ଏହା ଉତ୍ତେଜନା ସୃଷ୍ଟି କରେ l ସେଥିପାଇଁ ଆମେ ସତର୍କ ରହିବା ଉଚିତ ଏସବୁ ଖାଦ୍ୟ ଖାଇବା ବେଳେ l
👉 ଅମୃତଭଣ୍ଡା ସମ୍ପୂର୍ଣ୍ଣ ସ୍ବଦେଶୀ ଅଟେ ନିଶ୍ଚିତ ଖାଇପାରିବେ l
👉 ପ୍ରଭୁ ଜଗନ୍ନାଥଙ୍କ ପାଖରେ ସୁନା ର କମି ନାହିଁ ସେ ଚାହିଁଲେ ସୁନା ପାତ୍ରରେ ଖାଇପାରନ୍ତେ କିନ୍ତୁ ମାଟି ପାତ୍ରରେ ରୋଷେଇ କରାଯାଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ତିଆରି କରାଯାଇଥାଏ l କାରଣ ମାଟି ହେଉଛି ସବୁଠୁ ପବିତ୍ର ବସ୍ତୁ ଅଟେ ସୁନା ରୂପା ଠାରୁ ମଧ୍ୟ ଶ୍ରେଷ୍ଠ ଅଟେ l କଦଳୀ ପତ୍ର ସର୍ବଶ୍ରେଷ୍ଠ ଥାଳି ଅଟେ ଖାଇବା ପାଇଁ l ଆଜି ମଧ୍ୟ ଆପଣ ଏହି ପତ୍ର ରେ କୌଣସି ଜିନିଷ ଖାଇବେ ଆପଣ ନିଶ୍ଚିତ ଅଧିକ ସ୍ୱାଦ ପାଇବେ l ଏହା ଅତି ପବିତ୍ର ଏବଂ ଜଗନ୍ନାଥଙ୍କ ପ୍ରିୟ ଅଟେ l
କେବଳ ହଳଦୀ ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିପାରିବ....

Comments
Post a Comment