ମୋ ଆଈମା ସ୍ୱାସ୍ଥ୍ୟ କଥା - 30 ଆମ୍ବ ଗଛ

*ମୋ ଆଈମା ସ୍ୱାସ୍ଥ୍ୟ କଥା - 30* ଆମ୍ବ ଗଛ

ପଞ୍ଚ ପଲ୍ଲଵ ବା ପାଞ୍ଚଟା ଶ୍ରେଷ୍ଠ ପବିତ୍ର ବୃକ୍ଷ ହେଲା ବଟ(ବର ଗଛ), ଅଶ୍ୱତତ୍, ଉଦୁମ୍ବର (ଡ଼ିମିରି), ପ୍ଳେକ୍ଷ (ପ୍ଳାକ୍ଷ ବା ପାକେଳ), ଚ୍ୟୁତ (ଆମ୍ବ) ଗଛ l ଆଈମା କହେ ଯେଉଁଦିନ ଏହି ପବିତ୍ର ଗଛ ସବୁ ପୃଥିବୀରୁ ଶେଷ ହେଇଯିବ ସେହିଦିନ ପୃଥିବୀରେ ଜୀବ ଜଗତର କୌଣସି ସତ୍ତା ରହିବ ନାହିଁ l ଆଜିର ଆଈମା ସ୍ୱାସ୍ଥ୍ୟ କଥାରେ ଆମେ ଏହି ପଞ୍ଚ ପଲ୍ଲଵରୁ ଚ୍ୟୁତ ବା ଆମ୍ବ ବୃକ୍ଷ ବିଷୟରେ ଜାଣିବା l ଆମ୍ବ ଗଛର ମହିମା ଅପାର ଅଟେ l ଏହାର ଫଳର ରସ, ଟାକୁଆ, ଏହାର ଫୁଲ, ପତ୍ର, ଛାଲି, ଡାଳ ଓ ମୂଳ ସବୁ ଔଷଧୀୟ ଗୁଣରେ ଭରପୁର l ତେଣୁ ଆଜିର ଆଈମା ସ୍ୱାସ୍ଥ୍ୟ କଥାରେ ଆମେ ଜାଣିବା... 



👉 ମୋ ଆଈମା ସ୍ୱାସ୍ଥ୍ୟ କଥା - 30(a) ଆମ୍ବ ଫଳର ଔଷଧୀୟ ଗୁଣ ଓ ଆମ୍ବ ଟାକୁଆର ଔଷଧୀୟ ଗୁଣ l


👉 ମୋ ଆଈମା ସ୍ୱାସ୍ଥ୍ୟ କଥା - 30(b) ଆମ୍ବ ପତ୍ରର, ଆମ୍ବ ଫୁଲର ଔଷଧୀୟ ଗୁଣ l


👉 ମୋ ଆଈମା ସ୍ୱାସ୍ଥ୍ୟ କଥା - 30(c) ଆମ୍ବ ଡାଳର, ଆମ୍ବ ଛାଲିର,ଆମ୍ବ ମୂଳ ବା ଚେରର, ଆମ୍ବ ଗଛରୁ ବାହାରୁଥିବା ଅଠା ର ଔଷଧୀୟ ଗୁଣ l



.


Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)