ମୋ ଆଈମା ସ୍ବାସ୍ଥ୍ଯ କଥା - 48 ଆୟୁର୍ବେଦ ଓ ପଞ୍ଚଗବ୍ୟ ଦ୍ୱାରା କର୍କଟ (Cancer) ରୋଗର ସଫଳ ଚିକିତ୍ସା ଉପରେ...

 *ମୋ ଆଈମା ସ୍ବାସ୍ଥ୍ଯ କଥା - 48 ଆୟୁର୍ବେଦ ଓ ପଞ୍ଚଗବ୍ୟ ଦ୍ୱାରା କର୍କଟ (Cancer) ରୋଗର ସଫଳ ଚିକିତ୍ସା ଉପରେ...*

*କର୍କଟ (Cancer) ରୋଗ ଦିନକୁ ଦିନ ଯେମିତି କାୟା ବିସ୍ତାର କରି ଚାଲିଛି ତାହା ଏଲୋପାଥୀ ମେଡ଼ିସିନ ଦ୍ୱାରା ସୁସ୍ଥ ହେବା ସମ୍ଭବ ନୁହେଁ। ଏହାର ଅନେକ କାରଣ ଅଛି ଓ ଆମ୍ଭେମାନେ ଜାଣୁ। ଏହି ଚିକିତ୍ସା ଦ୍ୱାର କିଛି କର୍କଟ (Cancer) ରୋଗୀଙ୍କୁ ଭଲ କରିଛୁ ଆଜି "ଶ୍ରୀ ଗୋବିଜ୍ଞାନ ଓଡିଶା" ର କିଛି ଭାଇ ଓ ଭଉଣୀ କର୍କଟ (Cancer) ରୋଗୀଙ୍କ ଚିକିତ୍ସା କରୁଛନ୍ତି। ସେଥିପାଇଁ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ସେଥିପାଇଁ ଆଜି କର୍କଟ (Cancer) ରୋଗ ବିଷୟରେ ଲେଖିବା କୁ ଉଚିତ ମନେ କଲୁ। ଭାଇ ଓ ଭଉଣୀ ମାନେ ଏହାକୁ ଭଲରେ ପଢିବେ ଓ କାମରେ ଲଗାଇବେ। ମୋର ୧୦୦% ବିଶ୍ୱାସ କର୍କଟ (Cancer) ରୋଗକୁ ସମୂଳେ ବିନାଶ କରିବା ରେ ଏ ଲେଖା ନିଶ୍ଚିତ ସାହାଯ୍ୟ କରିବ।*


●ସକାଳୁ ଖାଲି ପେଟରେ-ଗହମ ଚାରାର ରସ (wheat grass) ୨୦-୩୦ ମି.ଲି ପାଣି-୫୦-୬୦.ମି.ଲି+ମହୁ ୨ଚାମଚ, 

ପାଣିସହ ସକାଳେ ସନ୍ଦ୍ୟାରେ । 


୩୦ମିନିଟ ପରେ...

●ଦେଶୀ (କଳା ଗାଈ) ଗୋମୂତ୍ର+ହଳଦୀ+ପୂନର୍ନଭା ଚୂର୍ଣ୍ଣ ସମାନ ମାତ୍ରାରେ ନେଇ ଫୁଟାନ୍ତୁ । ତାକୁ ଛାଣି କୌଣସି କାଚ ପାତ୍ର ରେ ରଖନ୍ତୁ। ଅଳ୍ପ ଗରମ ଥିବା ସମୟରେ ଚା'ଭଳି ଖାଲି ପେଟରେ ପିଅନ୍ତୁ। ଦୁଇବେଳା। ୨୦-୩୦ମିଲି.


● ୧କପ ପାଣିରେ ୩୫ଟି ତୁଳସୀପତ୍ର ପକାଇ ଫୁଟାନ୍ତୁ। ୩ ଥର ଉତୁରିବା ପର୍ଯ୍ୟନ୍ତ ଫୁଟାଇ ଏହାକୁ ଥଣ୍ଡା କରି ଦିଅନ୍ତୁ ଜଳଖିଆ ଖାଇବାର ଏକ ଘଣ୍ଟା ପରେ ପିଅନ୍ତୁ।




●ଜଳ ଖିଆରେ ଯଅ, ଅଟାରୁଟି ବିନା (ଗୁଡ଼ ଓ ଚିନି) ରେ ମୁଗ ସିଝା ପାଣି, ଦେଶୀ ଗାଈ କ୍ଷୀର ସହ ପଞ୍ଚଗବ୍ୟ ଘୃତ ୧ଚାମଚ ମିଶାଇ ପିଅନ୍ତୁ। ଦୁଇବେଳା। ଭୋଜନରେ ଯଅ ରୁଟି, ଶାଗ, ଖାଇବା ଦରକାର । ଯଅ ରେ ବନା ଯାଇଥିବା ଖାଦ୍ୟ ସହିତ ଦେଶୀ ଗାଈ ଦହି ଓ ମିଶ୍ରି କିମ୍ବା ମହୁ ସହିତ ଖାଆନ୍ତୁ । 


●କାଞ୍ଚନାର ଅର୍କ ୧ଚାମଚ+ରକ୍ତ ସୁଧି ଅର୍କ ୧ଚାମଚ+ ତୋପଚିନି ଅର୍କ ୧ଚାମଚ + ପାଣି ୧୦-୧୫ଚାମଚ + ୧ଚାମଚ ମହୁ ମିଶାଇ ପିଇବା ଦରକାର। ଖାଇବାର ୨'ଘଣ୍ଟା ପରେ ଓ ରାତିରେ ଶୋଇବା ର ୧ଘଣ୍ଟା ପୂର୍ବରୁ ।


●ଭୋଜନ ଦ୍ୱାରା ରୋଗୀକୁ ଅଧିକରୁ ଅଧିକ, ଦେଶୀ ଗାଈ କ୍ଷୀର, ଦହି, ଘିଅ, ପନି ପରିବା, ଫଳ, ଶାଗ ଅଧିକରୁ ଅଧିକ ଖାଇବା ଦରକାର ।


●ଭୋକରେ ରହିବା, ରାତିରେ ଅନିଦ୍ରା ରହିବା, ଦିନରେ ଶୋଇବା, ମଳ ମୂତ୍ର ଓ ବାନ୍ତି କୁ ରୋକିବା, ଅଧିକ ଗରମ ଓ ଥଣ୍ଡା ଜିନିଷ ଖାଇବା, ଚିନ୍ତା, ଶୋକ, କ୍ରୋଧ, ଭୟ, ମୈଥୁନ ଆଦିରୁ ଦୁରେଇ ରୁହନ୍ତୁ । 


        ●👇କଣ କଣ ଖାଇବେ👇●


●ଖାଦ୍ୟ: ଯଅରୁ ତିଆରି ଖାଦ୍ୟ ପଦାର୍ଥ, ନାଲି ଚାଉଳ, ୧ବର୍ଷ ପୁରୁଣା ଚାଉଳ,ମାଣ୍ଡିଆ ଇତ୍ୟାଦି।


●ଡାଲି: ମୁଗ, ମଟର, ହରଡ଼, କୋଲଥ, ଏଥିରେ ବନିଥିବା ଖାଦ୍ୟ, ଏହାର ଘୋଳ(ସୁପ) ଏହାର ଚୋପା ସହିତ ପ୍ରୟୋଗ କରିବା ଦରକାର।


●ଦେଶୀ ଗାଈ କ୍ଷୀର


●ଦେଶୀ ଗାଈ ଘିଅ


●ତିଳ (ରାଶି) ତେଲ 


●ଫଳ: ଅମୃତ ଭଣ୍ଡା, ସେଓ, ବେଲ, ପଇଡ ପାଣି, ପିଜୁଳି, ଜାମୁକୋଳି, ଚିକୁ, ପାଚିଲା ଆମ୍ବ, ଅଁଳା, ତରଭୁଜ ଇତ୍ୟାଦି।


●ପନିପରିବା: ଲାଉ, ବୋଇତ କଖାରୁ, ପୋଟଳ, କଖାରୁ, ସଜନା ଶାଗ, କଲରା, ଜହ୍ନି, କାକୁଡି, ମୂଳା, ଗାଜର, ପିଆଜ, ପାଳଙ୍ଗ, ମେଥି ଶାଗ, ମେଥି, ତୁଳସୀ, ଭେଣ୍ଡି, କାଙ୍କଡ଼ ଇତ୍ୟାଦି।


●ଶୁଖିଲା ଖାଦ୍ୟ: ଚିନାବାଦାମ, କାଜୁ, ପିସ୍ତା, ନଡ଼ିଆ,  ଖଜୁରୀ ଇତ୍ୟାଦି।


●ମସଲା: ଗୋଲମରିଚ, ହଳଦୀ, ଧଣିଆ, ପୁଦିନା, ଜିରା, ହେଙ୍ଗୁ, ପିଆଜ, ରସୁଣ, ଡାଲଚିନି, ଚେଜପତ୍ର, ଅଦା, ବଡ ଅଳେଇଚ, ଲବଙ୍ଗ, ଜାଇଫଳ, ଜୁଆଣି, ସୈନ୍ଧିବ ଲୁଣ । 


●ମିଠା ପଦାର୍ଥ: ମହୁ, ମିଶ୍ରି ।


●ପାଣି: ଫୁଟାଇ ଥଣ୍ଡା କରି ତମ୍ବା ପାତ୍ରରେ କିମ୍ବା ମାଟି ପତ୍ରରେ ରଖି।


      ◆👇କଣ କଣ ଖାଇବା ନିଷେଧ👇◆


●ଖାଦ୍ୟ: ଗହମ, ମଇଦା, ବିସ୍କୁଟ, ରୁଟି, ସମସ୍ତ ଅଙ୍କୁରିତ ଶସ୍ୟ, ମକା, ଇତ୍ୟାଦି ।


●ଡାଲି: ବିରି ଡାଲି, ଏଥିରେ ତିଆରି ଖାଦ୍ୟ, ଚଣା ଡାଲି, ବେସନ, ଏଥିରେ ତିଆରି ଖାଦ୍ୟ ସାମଗ୍ରୀ । 


●ଖଟା: ସମସ୍ତ ଖଟା ପଦାର୍ଥ । 


●ବିଦେଶୀ ଗାଇ କ୍ଷୀର ଓ କ୍ଷୀର ରେ ତିଆରି ପଦାର୍ଥ । 


●ବିଦେଶୀ ଦେଶୀ ମିସା ଗାଇ କ୍ଷୀର ଓ କ୍ଷୀର ରେ ତିଆରି ପଦାର୍ଥ । 


●ମଇଁଷି କ୍ଷୀର ଓ କ୍ଷୀର ରେ ତିଆରି ପଦାର୍ଥ । 


●ଅନ୍ୟାନ୍ୟ ତେଲ ପଦାର୍ଥ । 


●ସମସ୍ତ ପ୍ରକାର ଆମିଷ । 


●ମସଲା: ସୁଖିଲା ଲଙ୍କା, କଞ୍ଚା ଲଙ୍କା, ଆୟୋଡିନ ଯୁକ୍ତ ଲୁଣ, ରାଇ, ସୋରିଷ, ଆଚାର, ଗରମ ମସଲା।


●ଶୀତଳ ପେୟ: ସମସ୍ତ କୋଲଡ଼ ଡ୍ରିଙ୍କ, ଫ୍ରିଜ ପାଣି, ବରଫ ପାଣି, ଆଇସକ୍ରିମ।


●ପନିପରିବା: ସମସ୍ତ ଶୁଖିଲା ପରିବା, ଆଳୁ, କଦଳୀ, କନ୍ଧମୂଳ ଇତ୍ୟାଦି।


●ମିଠା ପଦାର୍ଥ: ଗୁଡ଼, ଚିନି ରେ ତିଆରି ପଦାର୍ଥ । 


●ନିଶା ଦ୍ରବ୍ୟ: ଚା, କଫି, ମଦ, ସିଗେରେଟ, ବିଡ଼ି, ତମାଖୁ, ପାନ, ଘୁଟୁକା ଇତ୍ୟାଦି।


● ଏହା ସମସ୍ତ କର୍କଟ ରୋଗ ପାଇଁ ପ୍ରାପୂଜ୍ୟ ।


●ଏହି ବିଧି ଦ୍ୱାରା ପ୍ରାୟ ତୃତୀୟ ସ୍ତର ରୋଗୀଙ୍କୁ ମଧ୍ୟ ଠିକ କରାଯାଇ ପାରିବ।


●ଆଶା କରେ କର୍କଟ (Cancer) ରୋଗ ଚିକିତ୍ସାରେ ଆପଣ ମାନଙ୍କୁ ସହାୟକ ହେବ।





ମୋ ଆଈମା ସ୍ବାସ୍ଥ୍ଯ କଥା - 49 🌿ପସାରୁଣୀ ଲତାର ଔଷଧୀୟ ଗୁଣ ଉପରେ🌿....





.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 17 ମହିଳାମାନଙ୍କୁ ବିଶେଷ ଶକ୍ତି ଦେଇଛି ଘର କାମ ପାଇଁ

ମୋ ଆଈମା ସ୍ୱାସ୍ଥ୍ୟ କଥା - 05 ଆଖିର ଜ୍ୟୋତି

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"