ମୋ ଆଈମା ସ୍ୱାସ୍ଥ୍ୟ କଥା - 20 ସେବନ
ମୋ ଆଈମା ସ୍ୱାସ୍ଥ୍ୟ କଥା - 20 ସେବନ
ସବୁ ଔଷଧୀୟ ଗଛ ପାଇଁ ସ୍ବତନ୍ତ୍ର ସମୟ ରହିଛି |
ସୋମବାର ଦିନ ପାଇଁ ବେଲ ପତ୍ର |
ମଙ୍ଗଳବାର ଦିନ ପାଇଁ ଅଶୋକ |
ବୁଧବାର ଦିନ ପାଇଁ ଦୁବ |
ଗୁରୁବାର ଦିନ ପାଇଁ ତୁଳସୀ |
ଶୁକ୍ରବାର ଦିନ ପାଇଁ କ୍ଷୀରକାଞ୍ଚନ |
ଶନିବାର ଦିନ ପାଇଁ ଅପରାଜିତା, ଅଶ୍ବତତ୍ |
ରବିବାର ଦିନ ପାଇଁ ହଳଦୀ ଆଦିର ସେବନ କଲେ ଅଧିକ ଲୀଭ ମିଳେ |
ମୋ ଆଈମା ସ୍ୱାସ୍ଥ୍ୟ କଥା - 21 ଗଙ୍ଗଶିଉଳି ଗଛର ଉପକାରିତା

Comments
Post a Comment