ମୋ ଆଈମା ସ୍ବାସ୍ଥ୍ଯ କଥା - 03 ତୃଣଭୋଜୀ ପ୍ରାଣୀ ଏବଂ ମାଂସାସି ପ୍ରାଣୀ
*ମୋ ଆଈମା ସ୍ବାସ୍ଥ୍ଯ କଥା - 03 ତୃଣଭୋଜୀ ପ୍ରାଣୀ ଏବଂ ମାଂସାସି ପ୍ରାଣୀ
ତୃଣଭୋଜୀ ପ୍ରାଣୀ ଏବଂ ମାଂସାସି ପ୍ରାଣୀ ଙ୍କ ମଧ୍ୟରେ ବହୁତ ପାର୍ଥ୍ୟକ ଅଛି, ତା ଭିତରୁ ଏକ ବହୁତ ପାର୍ଥ୍ୟକ ହେଉଛି ଯେ ତୃଣଭୋଜୀ ପ୍ରାଣୀ ଯେଉଁ ଠାରେ ରୁହେ ସେଇଠି ହିଁ ମଳ ତ୍ୟାଗକରି ଥାଏ,ସକାଳେ ଗୋରୁଙ୍କୁ ଯେତେବେଳେ ଗୁହାଳ ରୁ ଖୋଲି ବାହାରେ ଗୋଠରେ ବନ୍ଧା ହୁଏ,ଗୋରୁ ପ୍ରଥମେ ସେହି ଗୋଠରେ ହିଁ ମଳ ତ୍ୟାଗ କରିଥାଏ,କାରଣ ରାତିରେ ଯଦି କୌଣସି ଭୁତାଣୁ ଗୋଠରେ ରହିଥିବେ,ତାହା ମରି ଯାଏ ବା ସେ ସ୍ଥାନକୁ ତ୍ୟାଗ କରେ,ଏହା କୁ ପ୍ରକୃତି ପାଖରୁ ସେ ଶିକ୍ଷା ପାଇଛି,କିନ୍ତୁ କୌଣସି ମାଂସାସୀ ପ୍ରାଣି ସେ ରହୁଥିବା ସ୍ଥାନରେ କେବେ ମଳ ତ୍ୟାଗ କରେ ନି,କାରଣ ସେ ଜାଣେ ଯେ ତାର ମଳ ତା ପାଈଁ ହିଁ କ୍ଷତିକାରକ, ବିରାଡ଼ି ମଳତ୍ୟାଗ କରି ପୋତି ଦୀଏ,କୁକୁର ଅଲଗା area ରେ ମଳ ତ୍ୟାଗ କରେ,କିନ୍ତୁ ଆମେ ମଣିଷ ପ୍ରଥମେ ମାଂସ ଖାଇଲେ, ଦ୍ଵିତୀୟ ରେ ସେ ମଳ କୁ ନିଜେ ଘରେ ହିଁ ସାଇତି ରଖିଲେ, ତା ହେଲେ କୁହନ୍ତୁ,ସୁସ୍ଥ କେମିତି ରହିବା...
ମୋ ଆଈମା ସ୍ବାସ୍ଥ୍ଯ କଥା - 04 ରୋଗ ପ୍ରତିରୋଧ ଶକ୍ତି
Comments
Post a Comment