ମୋ ଆଈମା ସ୍ବାସ୍ଥ୍ଯ କଥା - 04 ରୋଗ ପ୍ରତିରୋଧ ଶକ୍ତି
ମୋ ଆଈମା ସ୍ବାସ୍ଥ୍ଯ କଥା - 04 ରୋଗ ପ୍ରତିରୋଧ ଶକ୍ତି
ପୃଥିବୀ ରେ ମନୁଷ୍ୟ ବୋଧ ହୁଏ ଏକ ମାତ୍ର ପ୍ରାଣୀ ଯେ କି ମଳ ତ୍ୟାଗ କରିବା ସମୟରେ ପରିଶ୍ରା ହିଁ କରିଥାଏ, ଅନ୍ୟ କୌଣସି ପ୍ରାଣୀ ଙ୍କ ମଧ୍ୟରେ ନାହିଁ l
ଅଧିକାଂଶ ଲୋକ ଗୋରୁ ଗୁହାଳକୁ ଏତେ ମାତ୍ର ରେ ଗଡାନିଆ କରିଥାନ୍ତି ଯେ,ଗୋରୁ ଟି ଆରାମ ରେ ଶୋଇ ପାରେନି,କାରଣ ଗୋରୁଙ୍କ ର ପଛ ଭାଗ ରେ ଓଜ଼ନ ଅଧିକ ଥାଏ,ଯଦି କୌଣସି ଲୋକ ଅନୁଭବ କରନ୍ତି ଯେ ତାଙ୍କ ଗାଈ ଟି ଆଶା କରାଯାଉଛି ଦୁଗ୍ଧ ଦେଉ ନାହିଁ,ତା ହେଲେ ଗୋରୁ ରହୁଥିବା ସ୍ଥାନ ପାଖା ପାଖି ଗୋବର ଗାଡ଼ିଆ ଅଛି,ଏବଂ ପଚି ଯାଇ ଥିବା ଗୋବର ଗନ୍ଧରେ ଗୋରୁ ଟି ନିଜକୁ ସହଜ ମନେ କରୁନି,କାରଣ ସୃଷ୍ଠି ର ନିୟମ ଯେ ପଚି ଯାଇଥିବା ନିଜ ମଳ ନିଜ ପାଇଁ ବହୁତ କ୍ଷତି କାରକ,ସେଥିପାଇଁ ଗୋରୁ ଙ୍କ ପାଖରେ ଗୋବର ଗାଡ଼ିଆ କିମ୍ଵା ଗୋବର ବୁହା ହେଉ ଥିବା ପାଛିଆ ରଖନ୍ତୁ ନାହିଁ l
ଆପଣ ଜାଣନ୍ତି କି ଗୋ ମାତା ଏକ ମାତ୍ର ପ୍ରାଣୀ,ଯେ ନିଜ ଛୁଆ କୁ ସ୍ତନ୍ୟପାନ କରୁଥିବା ସମୟରେ ନିଜ ଛୁଆ ର ପରିଶ୍ରା କୁ ପିଇ ଥାଏ,କେବଳ ଦୁଇ ମାସ ପର୍ଯ୍ୟନ୍ତ, କାରଣ ସେଥିରେ ଥିବା ରୋଗ ପ୍ରତିରୋଧ ଶକ୍ତି ହିଁ ନିଜ ଦୁଗ୍ଧ ରେ ମିଶି ବାଛୁରୀ କୁ ସୁସ୍ଥ ରଖିଥାଏ l
ମୋ ଆଈମା ସ୍ୱାସ୍ଥ୍ୟ କଥା - 05 ଆଖିର ଜ୍ୟୋତି
.
Comments
Post a Comment