immune system କୁ advance protection
ଅଦା ଛେଚା, କିସମିସ,ଗୋଟମରିଚ, ତୁଳସୀ ପତ୍ର, ତେଜପତ୍ର, ଲବଙ୍ଗ,ଇଲାଚି,ଗୁଡ଼, ଲେମ୍ବୁ ରସ , ପାଣି କୁ mix kari ତିଆରି କରାଯାଏ। ।ଆମେ guduchi, basanga, aswagandha, gangasiuli ଭିତରୁ ଯାହା ମିଳେ ତାକୁ ବି mix କରି ପାରିବା। ଆମେ ଯଦି vitamin c like ଲେମ୍ବୁ, କମଳା, orange,mousambi, ଅଁଳା ଆଦି ଖାଇ ପାରିବା, vitamin d like ସକାଳ ସୂର୍ଯ୍ୟ କିରଣ ନେଇ ପାରିବା, ପଇଡ ପାଣି ପିଇ ପାରିବା then କୋରୋନା ଆମର କିଛି କ୍ଷତି କରି ପାରିବ ନାହିଁ।ତା ସହିତ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, ଯାହା ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ କହି ଆସୁଛନ୍ତି।
ସବୁଠୁ most important ସତର୍କତା ଅବଲମ୍ବନ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, prevention and vaccine.but ଏ ଯାଏ ଆମ ପାଖକୁ vaccine ଆସିନି।ଯେ ପର୍ଯ୍ୟନ୍ତ ଆମେ ନିଜେ vaccine ପାଇନୁ ସେ ଯାଏ ଆମକୁ ସତର୍କତା ଅବଲମ୍ବନ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, prevention କୁ priority ଦେବାକୁ ପଡ଼ିବ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଆମେ ଆୟୁଷ କାଢା,chyawanpras, ଉଷୁମ ହଳଦି କ୍ଷିର ଖାଇ ପାରିବା। ଠିକ ଜୀବନ ଶୈଳୀ, ଠିକ ଖାଦ୍ୟ ଯେମିତି କି ସୁଷମ, ସୁପାଚ୍ଯ, ସୁସ୍ଥ,ସଜ, ଔଷଧୀୟ, ପୁଷ୍ଟିକର ଖାଦ୍ୟ ନେଇ ପାରିବା। ବ୍ୟାୟାମ, ପ୍ରାଣାୟମ କରି ପାରିବା, ଠିକ ନିଦ୍ରା ନେଇ ପାରିବା,ଚାପ ମୁକ୍ତ ରହିବା,। ମାନସିକ, ଶାରୀରିକ strong ରହିବା।ଧୁମପାନ, ମଦ୍ୟପାନ କରିବା ନାହିଁ। prevantion ପାଇଁ ayush kadha, chyawanpras, ayush 64, agastya haritaki, Brahma rasayan, sanjibani bati, madhubani,byaghri haritaki,Maha Laxmi bilas,sitopaladi,talisadi , tribhuban kirti ras,Maha sudarsan bati ,gorochanadi bati,triguni plus,pipali rasayan, mrutyunjaya rasa, kafaketu rasaଭିତରୁ ଯାହା ମିଳି ପାରିବ ayurvedic Dr ପରାମର୍ଶ ରେ ନେଇ ପାରିବା। ଶୁଦ୍ଧ ଉଷୁମ ଗାଇ ଘିଅ, ଶୁଦ୍ଧ ଉଷୁମ ନଡ଼ିଆ ତେଲ ଭିତରୁ ଯାହା ବି ପାଇବା ନିଜ ନାକ ରେ ଦିନ କୁ ଦୁଇ ଥର ଦୁଇ drop ପକେଇ ପାରିବା। then କୋରୋନା କେବେ ବି ଆମ ଜୀବନ ନେଇ ପାରିବ ନାହିଁ।ଆମ respiratory system and immune system କୁ advance protection ଦେବା ଏବଂ କୋରୋନା ଠୁ ନିଜ ଜୀବନ ଓ ସମାଜ କୁ ବଞ୍ଚେଇବା... ଆମେ ନିଜେ ନିଜକୁ ବଞ୍ଚେଇ ପାରିବା।
Comments
Post a Comment