ମୋ ଆଈମା ସ୍ବାସ୍ଥ୍ଯ କଥା – 46 ଦେଶୀ ଗାଈ ଘିଅର ଉପକାରିତା ଉପରେ...

 *ମୋ ଆଈମା ସ୍ବାସ୍ଥ୍ଯ କଥା – 46 ଦେଶୀ ଗାଈ ଘିଅର ଉପକାରିତା ଉପରେ...*



            👇ଜରୁରୀ ସୂଚନା👇


✅ ଜଙ୍ଗଲରେ କିମ୍ବା ପଡିଆରେ ଚରୁଥିବା ଶୂଦ୍ଧ ଦେଶୀ ଗାଇର ଘିଅ ହିଁ କାମଦେବ✅


❌ଅନ୍ୟ ଘିଅ କାମଦେବ ନାହିଁ❌


(୧):👉 ମାସିକ ୠତୁସ୍ରାବର ଯେ କୌଣସି ସମାସ୍ୟା ପାଇଁ – ୨୫୦ ଗ୍ରାମ ଗରମ ପାଣି ରେ ଦେଶୀ ଗାଇ ଘିଅ (ଘିଅ ପତଳା ଥିଲେ ୩ ଚାମଚ) 

(ଘିଅ ବସି ଯାଇଥିଲେ ୧ ଚାମଚ) ମିଶାଇ ପିଇଲେ ଲଭକାରୀ ହୋଇଥାଏ, ଏହି ପାଣି ମାସିକ ୠତୁସ୍ରାବର ପ୍ରଥମ ଦିନରୁ ପିଇବା ଦରକାର ।


(୨):👉 ଦେଶୀ ଗାଈ ଘିଅ କିଛି ବୁନ୍ଦା ନାକରେ ପକାଇଲେ ଏଲର୍ଜି ସମାପ୍ତ ହୋଇଯାଏ, ଏହା ଦୁନିଆଁର ସମସ୍ତ ଔଷଧ ଠାରୁ ଅଧିକ ବେଗରେ କାମ କରିଥାଏ ।


(୩):👉 ଦେଶୀ ଗାଈ ଘିଅ କାନରେ ପକାଇଲେ ଫାଟି ଯାଇଥିବା କାନର ପରଦା ଠିକ ହେଇଥାଏ ।


(୪):👉 ଦେଶୀ ଗାଈ ଘିଅ ନାକରେ ପକାଇଲେ ଶୁଖିଲା ନାକ ଦୂର ହୁଏ ଓ ମସ୍ତିଷ୍କ ର ସ୍ନାୟୁ ତେଜିଆନ ହୋଇଯାନ୍ତି ।


(୫):👉 ଦେଶୀ ଗାଈ ଘିଅ ନାକରେ ପକାଇଲେ ମାନସିକ ଚାପ ଦୂର ହୁଏ ଓ ସ୍ୱରଣ ଶକ୍ତି ବୃଦ୍ଧି ପାଏ ।


(୬):👉 ଗର୍ଭବତୀ ମାଆ ମାନଙ୍କୁ ଦେଶୀ ଗାଈ ଘିଅ ନିହାତି ଖାଇବା ଜରୁରୀ, ଯାହାଫଳରେ ଗର୍ଭ ର ଶିଶୁ ବଳବାନ, ପୃଷ୍ଠ ଓ ବୁଦ୍ଧିମାନ ହୋଇଥାଏ ।*


(୭):👉 ଦୁଇଟୋପା ଦେଶୀ ଗାଈଘିଅ ସକାଳେ ସନ୍ଧ୍ୟାରେ ନାକରେ ପକାଇଲେ ମାଇଗ୍ରେନ (ଅଧକପାଳି) ର ଯନ୍ତ୍ରଣା ଉପଶମ ହେଇଥାଏ ।


(୮):👉 ଯାହାକୁ ଅଧିକ ମାତ୍ରାରେ “ହାର୍ଟବ୍ଲକେଜ” ଅଛି ସେମାନେ ଦେଶୀ ଗାଈ ଘିଅ ଖାଇ ପାରିବେ ଏବଂ ଅତି ଶୀଘ୍ର ହାର୍ଟବ୍ଲକେଜ ଦୂର ହେଇଥାଏ ।


(୯):👉 ଦେଶୀ ଗାଈ ଘିଅ ପ୍ରୟୋଗ ଦ୍ୱାରା ଥଣ୍ଡା, ସାଧାରଣ ଥଣ୍ଡା, ନାକର ହାଡ଼ ବଢିବା ଓ ଘୁଙ୍ଗୁଡ଼ି ସମସ୍ୟା ଦୂର ହେଇଥାଏ ।


(୧୦):👉 ଭଲ ନିଦ ପାଇଁ ମଧ୍ୟ୍ୟ ଦେଶୀ ଗାଇ ଘିଅ କୁ ବ୍ୟବହାର କରାଯାଏ ।


(୧୧):👉 ଦେଶୀ ଗାଈ ଘିଅ ନାକରେ ପକାଇଲେ ଦାନ୍ତ ର ସମସ୍ୟା, ମୂର୍ଚ୍ଛା ରୋଗ, ଅପସ୍ମାର ଓ ଏକ ଅଙ୍ଗୀ ବାତ (ପାରାଲିସିସ୍) ରୋଗ ମଧ୍ୟ ସମାପ୍ତ ହେଇଥାଏ ।*





ମୋ ଆଈମା ସ୍ବାସ୍ଥ୍ଯ କଥା - 47  ସ୍ତ୍ରୀ ରୋଗ ଚିକିତ୍ସା  ଉପରେ...







.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)