ମୋ ଆଈମା ସ୍ୱାସ୍ଥ୍ୟ କଥା - 16 ଦେଶୀ ଗାଈ ଘିଅକୁ ନସ୍ୟ

ମୋ ଆଈମା ସ୍ୱାସ୍ଥ୍ୟ କଥା - 16* ଦେଶୀ ଗାଈ ଘିଅକୁ ନସ୍ୟ

 👉 ଆଜିର ଆଈମା ସ୍ୱାସ୍ଥ୍ୟ କଥାରେ ଆମେ ଜାଣିବା ଅନେକ ଗୁଡିଏ ରୋଗର ସମାଧାନ କେବଳ ଦେଶୀ ଗାଈ ଘିଅକୁ ନସ୍ୟ କଲେ କଣ ଲାଭ ହୁଏ?? କେବଳ 2 ବୁନ୍ଦା ଘିଅ ଜୀବନ ପାଇଁ..... ଆସନ୍ତୁ ଜାଣିବା ଆଈମା କଣ କହୁଛନ୍ତି 🙏

୧ :-ଗଳାର ଉପରକୁ ଆପଣ ଯେତେ ରୋଗ ଜାଣିଛନ୍ତି । ସମସ୍ତ (ENT) ସମସ୍ୟା ସେ ଯାହା ବି ହେଉ - ଗଳା, ମୁହଁ, କାନ, ଆଖି, ମୁଣ୍ଡ, ବାଳ ଝଡ଼ିବା, ଅନିଦ୍ରା, ଘୁଂଗୁଡି, ଥାଇରଏଡ଼, ମାନସିକ ରୋଗ, ଥଣ୍ଡା, ଜ୍ୱର କିଛି ବି ରୋଗର ନାମ ନିଅ । ଏଥିରେ ଘିଅ ସର୍ବୋତ୍ତମ । 

୨:-  ଟେନସନ(ଚିନ୍ତା)-ଜନ୍ମ ହେବା  ଠାରୁ ଆରମ୍ଭ କରି ଅନ୍ତିମ ଦିନ ପର୍ଯ୍ୟନ୍ତ  ସମସ୍ତଙ୍କୁ ଚିନ୍ତା ବା ମାନସିକ ଚାପ ଘାରିଥାଏ । ଛୋଟରୁ ବଡ ପର୍ଯ୍ୟନ୍ତ  ପ୍ରତ୍ୟେକ  ବ୍ୟକ୍ତି ପାଇଁ ଘିଅ ସର୍ବୋତ୍ତମ ଅଟେ । ବିଶେଷ କରି ୫ବର୍ଷ ପିଲାଠାରୁ ଆରମ୍ଭ କରି ସମସ୍ତେ ନାକରେ ୨-୨ ବୁନ୍ଦା ଘିଅ ପକାଇ ପାରିବେ । ଚିନ୍ତାରୁ ଯେଉଁ ବ୍ୟକ୍ତି କୁ ନିଦ ଆସେନି ତାହା ପାଇଁ ସର୍ବୋତ୍ତମ ।

୩:- ଯେଉଁ ଲୋକମାନଙ୍କ ମସ୍ତିଷ୍କ ଅଧିକ କାର୍ଯ୍ୟ କରିଥାଏ ମୁଖ୍ୟତଃ କମ୍ପୁଟର ଶମ୍ବୁଖରେ ବସି କାମ କରିବା, ଅଫିସ କାର୍ଯ୍ୟ ବା ଯେଉଁମାନେ ପାଠ ପଢୁଛନ୍ତି, ଓକିଲ, ଡାକ୍ତର ଆଦି। ନାକରେ ୨-୨ ବୁନ୍ଦା ପକାଇବା ସର୍ବୋତ୍ତମ । ଏହା ବୁଦ୍ଧି ବଢାଏ l ଆଖିର ଜ୍ୟୋତି ବଢାଏ l ଶୁଣିବାର ଶକ୍ତି ବଢାଏ l 

୪:- ଯେଉଁଲୋକର ମୁଣ୍ଡରେ  ଉତ୍ତାପ ବୃଦ୍ଧି ହୋଇଛି । ଉତ୍ତାପ ବୃଦ୍ଧି କାରଣରୁ ବାଳ ଝଡ଼ିବା,ବାଳ ଧଳା ହୋଇଯିବା । ଛୋଟ ଛୋଟ କଥାରେ ଯେଉଁ ଲୋକ ଅଧିକ ରାଗି ଥାଆନ୍ତି । ତାଙ୍କୁ ଧରି ନାକରେ ୨-୨ବୁନ୍ଦା ଘିଅ ପକାନ୍ତୁ ଦେଖିବେ କିଛି ସମୟ ରେ ଶାନ୍ତ ହୋଇଯିବେ ।  

୫:- ଆପଣଙ୍କ ଘରେ ଛୋଟ ପିଲା ଥାନ୍ତି। ଯଦି ବହୁତ ଦୁଷ୍ଟ ହେଉଥାନ୍ତି । ତାଙ୍କ ନାକରେ ୨-୨ ବୁନ୍ଦା ଘିଅ ପକାନ୍ତୁ କିଛି ଦିନ ମଧ୍ୟରେ ଠିକ୍ ହୋଇଯିବ ।

୬:-  ଯେଉଁ ଲୋକ ଶୋଇବା ସମୟରେ ଘୁଙ୍ଗୁଡ଼ି ଆସେ  ୨-୨ ବୁନ୍ଦା ଘିଅ ରାମବାଣ ଭଳି କାମ କରିଥାଏ ।

👉 ବାତ ବଢ଼ିଲେ ଶରୀରକୁ ନାନା ପ୍ରକାର ଆଘାତ ଆସିଥାଏ ଯେପରିକି ପାରଲାଇସିସ, ବ୍ରେନ ଷ୍ଟ୍ରୋକ, ହୃଦୟ ଘାତ ଆଦି l ଯଦି ଆପଣଙ୍କ ପାଖରେ ଦେଶୀ ଗାଈ ଘିଅ ଅଛି ତାହେଲେ ଚିନ୍ତା କରିବାର ନାହିଁ l ସେ ରୋଗୀ ବଞ୍ଚିଯିବେ l ଏହା ସତ୍ୟ l

👉 ପିତ୍ତ ଜ୍ୱର, କାଶ ପାଇଁ ଅଵ୍ୟର୍ଥ ଔଷଧ l ରକ୍ତ ସଂଚାଳନ ନହେଇ ଶରୀରରେ ଯଦି କୌଣସି ଯନ୍ତ୍ରଣା ହେଉଥିବ ଏହାକୁ ବ୍ୟବହାର କଲେ ତୁରନ୍ତ ଠିକ କରିଦିଏ l ମୁଣ୍ଡ ବ୍ୟଥା ହେଉ କି ଆଉ କିଛି ଯନ୍ତ୍ରଣା ହେଉ ବହୁତ ସୁନ୍ଦର କାମ କରେ l ମାଇଗ୍ରେନ ପାଇଁ ଦୁନିଆଁର ବେଷ୍ଟ ଔଷଧ ଦେଶୀ ଗାଈ ଘିଅ l

👉 ଏମିତି କେହି ବ୍ୟକ୍ତି ନାହିଁ, ଏମିତି କୌଣସି ରୋଗ ନାହିଁ ୨-୨ ବୁନ୍ଦା ଘିଅ ର ପ୍ରୟୋଗ ନକରାଯିବ ।ଘିଅ କୁ ପ୍ରତ୍ୟେକ ବ୍ୟକ୍ତି ସବୁ କାଳରେ ବ୍ୟବହାର କରିପାରିବେ ।

 *କେମିତି ବ୍ୟବହାର କରାଯିବା ଉଚିତ???* 

ଘିଅ କୁ ସିଧା ଗରମ ବା ଉଷୁମ କରାଯାଏ ନାହିଁ l ସେଥିପାଇଁ ପ୍ରଥମେ ଗୋଟିଏ ବଡ଼ ପାତ୍ର ବା ବେଲା ନେବେ ସେଥିରେ ଅଳ୍ପ ପାଣି ନେଇ ଗରମ କରିବେ ଗରମ ହେଲା ପରେ ଗୋଟିଏ ଛୋଟିଆ ଗିନାରେ ଅଳ୍ପ ଘିଅ ନେଇ ଗରମ ପାଣି ଉପରେ ଭସାଇ ରଖିବେ 2 ମିନିଟ ପରେ ତାହା ତରଳିବା ଆରମ୍ଭ ହେବ ଆଉ ଅଳ୍ପ ଉଷୁମ ଥାଇ ତାକୁ ନାକ ଡ୍ରପର ସାହାଯ୍ୟରେ 2-2 ବୁନ୍ଦା ପକେଇବେ l ମନେରଖିବେ 10 ମିନିଟ କଥା ହେବେନି କି 10 ମିନିଟ ତକିଆ ଦେବେନି l ଫ୍ଲାଟ ହୋଇ ଶୋଇ ଏ ସବୁ ପ୍ରକ୍ରିୟା କରିବେ l 

 *(ଘିଅ ଯେତେ ପୁରୁଣା ହେବ ସେତେ ବଡ଼ ଔଷଧ ହୋଇଯିବ । ଘିଅର ଏକ୍ସସ୍ପାରି ଡେଟ କିଛି ନାହିଁ) l* 

ଆପଣ ଯେଉଁ ମୋବାଇଲ,ଲାପଟପ, ଟିଭି, ସୁନା ,ଚାନ୍ଦି ରେ ଯେଉଁ ଟଙ୍କା ଖର୍ଚ୍ଚ କରନ୍ତି । ଏହା ଠାରୁ ଭଲ ୧୫୦୦୦-୨୦୦୦୦ ଟଙ୍କ ବିନିଯୋଗ କରି ଦେଶୀ ଗାଈ ର ଘିଅ କିଣି ରଖିଦିଅନ୍ତୁ । ଏହି ଘିଅ କୁ ପ୍ରତ୍ୟେକ ଦିନ ୨-୨ ବୁନ୍ଦା ଘିଅ ନାକରେ ପକାନ୍ତୁ । 

ଭଗବାନ ନ କରନ୍ତୁ କିଛି ବର୍ଷ ପରେ ଆପଣଂକୁ ରୋଗ ହୋଇଯିବ  ଡାକ୍ତର କହିଦେବ ଆପଣଙ୍କ ର କିଛି ହୋଇପାରିବ ନହିଁ ।ସେହି ସମୟରେ  
ଏହି ଘିଅ ପୁଣି ଥରେ ଆପଣଙ୍କ ଶରୀର କୁ ନୂଆ କରି ଗଢିବାର ଶକ୍ତି ରଖିଥାଏ ।

 *ଜୟ ଗୋମାତା 🙏🙏* 


ମୋ ଆଈମା ସ୍ୱାସ୍ଥ୍ୟ କଥା - 17  ମହିଳାମାନଙ୍କୁ ବିଶେଷ ଶକ୍ତି ଦେଇଛି ଘର କାମ ପାଇଁ








.

Comments

Popular posts from this blog

ମୋ ଆଈମା ସ୍ୱାସ୍ଥ୍ୟ କଥା - 02 "ପୁଂଛି ଖେଳ"

ମୋ ଆଈମା ସ୍ୱାସ୍ଥ୍ୟ କଥା – 10 ସ୍ୱଚ୍ଛ ଓ ଶୁଦ୍ଧ ରହିବା ଉପରେ…

ମୋ ଆଈମା ସ୍ୱାସ୍ଥ୍ୟ କଥା - 097 (ବେଗ (ଗତି ରୋଧ) ଜନିତ ରୋଗ ବିଷୟରେ)